-+91-9937148622 |

prerana_bgr@rediffmail.com |

  Monday 6th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||      ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ    (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ    (05-Jul-2026)       ||      ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   (05-Jul-2026)       ||      ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   (05-Jul-2026)       ||      ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   (05-Jul-2026)       ||      ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   (05-Jul-2026)       ||      ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ    (05-Jul-2026)       ||      କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ    (05-Jul-2026)       ||      ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ    (05-Jul-2026)       ||      ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ   (05-Jul-2026)       ||      ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ♦️ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି   (05-Jul-2026)       ||      ମାଲକାନଗିରି ଜିଲ୍ଲାରେ ୧୪୩୭ ପରୀକ୍ଷାର୍ଥୀ ଦେଲେ ଓଟିଇଟି    (05-Jul-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   (05-Jul-2026)       ||      *ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରକାଶନ ଓ ପ୍ରେସ ବିବୃତ୍ତି* -   (05-Jul-2026)       ||      ବନ ମହୋତ୍ସବ ପାଳିତ, ଆମର ସ୍ବପ୍ନ ଗଛର ଯତ୍ନ - ବିଚାର ପତି   (05-Jul-2026)       ||      *ପାଞ୍ଚଦିନିଆ “ଉଦ୍ୟମୀ ଓଡ଼ିଶା ଏମ.ଏସ.ଏମ.ଇ କାର୍ଯ୍ୟକ୍ରମ- ୨୦୨୬″ ସୁବର୍ଣ୍ଣପୁରରେ ସଫଳତାର ସହ ଉଦଯାପିତ*-   (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   (05-Jul-2026)       ||     

HOME   ଜିଲ୍ଲା

*ବିଶ୍ଵ ଭାରତୀ ଚିନ୍ତନ ଶିକ୍ଷା ନିକେତନ ର କୃତୀ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟା ବିକାଶ ସମ୍ବଲପୁର ପକ୍ଷରୁ ସମ୍ବର୍ଦ୍ଧନା*-

20-Nov-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
 ସୁବର୍ଣ୍ଣପୁର  ବିଶ୍ଵ ଭାରତୀ ଚିନ୍ତନ ଶିକ୍ଷା ନିକେତନ ପିପିଲିପାଲି ରେ ବିକାଶ  ଏପ୍ଟିଚିୟୁଟ (ଜ୍ଞାନ କୌଶଳ) ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ସ୍କୁଲ ର ୧୦  ଜଣ କୃତି ଛାତ୍ର ଛାତ୍ରୀ ଓ ଦଶମ ଶ୍ରେଣୀ ର ସାତ ଜଣ କ୍ଲାସ ଟିଚର୍ ଙ୍କୁ ମାନପତ୍ର ଓ ମୋମେଣ୍ଟୋ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା l ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଶାସନ ସମ୍ବଲପୁର  ଦ୍ୱାରା ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଅତିଥି ଭାବରେ ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଜିଲ୍ଲା ଶାଖା ସଭାପତି  ମନୋରଞ୍ଜନ ତ୍ରୀପାଠୀ , ସ୍କୁଲ୍ ର ଚେୟାରମେନ୍ ଅକ୍ଷୟ କୁମାର ସାହୁ, ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ମାର୍କେଟିଂ ମ୍ୟାନେଜର ସୁବଳ ପଧାନ  ଯୋଗ ଦେଇ କୃତିତ୍ବ ଅର୍ଜନ କରିଥିବା ଜ୍ଞାନ କୌଶଳ ପରୀକ୍ଷାର କୃତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ ଦଶମ ଶ୍ରେଣୀ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମୋମେଣ୍ଟୋ ପ୍ରଦାନ୍ କରି ସମ୍ବର୍ଧିତ କରିଥିଲେ l ପିଲା ମାନଙ୍କ ଏକାଗ୍ରତା, କ୍ୟାରିୟର, ଓ ଆତ୍ମବିଶ୍ଵାସ ବୃଦ୍ଧି ଉପରେ ଅନେକ ଉଦାହରଣ ଦେଇ ବିଦ୍ୟା ବିକାଶ ଗ୍ରୁପ ର ଶ୍ରୀ ପ୍ରଧାନ ଉତ୍ସାହିତ କରି ଥିଲେ l ଏହି ସ୍କୁଲ ର ଛାତ୍ର ହର୍ଷ ବର୍ଦ୍ଧନ ର  ସଙ୍କଟ ବେଳେ ହାର୍ଟ ଅପରେସନ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ , ଏସପି, ସୋନପୁର ମାଟି ରେ ଜନ୍ମିତ କଟକ ର ଜଣେ ପ୍ରତିଷ୍ଠିତ ଡାକ୍ତର , ଓ ଓଡ଼ିଶା ସାମ୍ୱାଦିକ ସଂଘ ର କର୍ମକର୍ତ୍ତା ମା ସୁରେଶ୍ଵରୀ ଓ ସବୁ ଦେବା ଦେବୀ ଙ୍କୁ ସ୍ମରଣ କରି ଆର୍ଥିକ  ମାନସିକ ସ୍ତର ରେ ସହାୟତା ସହ ଦୀର୍ଘ ଗୋଟେ ମାସ ଧରି ପ୍ରତ୍ୟେକ ପରିସ୍ଥିତି ରେ ଆର୍ଥିକ ଓ ମାନସିକ ସ୍ତର ରେ ପୁରା ଭାଙ୍ଗି ପଡ଼ିଥିବା ହର୍ଷ ବର୍ଦ୍ଧନ ର ପରିବାର ପାଖରେ ଛିଡ଼ା ହୋଇ ଅପରେସନ ସଫଳ ଯାଏ ଅନେକ ଉତ୍ସାହ ଓ ଆତ୍ମ ବିଶ୍ବାସ ବୃଦ୍ଧି କରିଥିବା ବିଷୟ ଅତିଥି ଶ୍ରୀ ତ୍ରିପାଠୀ ଉଦାହରଣ ଦେଇ ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣା ଦେଇଥିଲେ l ଏ ସ୍କୁଲ ସମେତ ସୋନପୁର ର ଅନେକ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କ ସାମୂହିକ ପ୍ରାର୍ଥନା ଓ ଦେବା ଦେବୀ ଙ୍କ ଚମତ୍କାର କଥା କହିଥିଲେ l କୌଣସି ପରିସ୍ଥିତି ରେ ଭାଙ୍ଗି ନ ଯାଇ ହାରି ନ ଯାଇ ଧର୍ଯ୍ୟ, ଶୃଙ୍ଖଳା ଓ ଆତ୍ମ ବିଶ୍ବାସ ର ସହ ଜୀବନ ର ସବୁ ପରୀକ୍ଷାର ସମ୍ମୁଖୀନ ହେବାକୁ, ଓ ସଫଳତା ର ଶୀର୍ଷ ରେ ପହଞ୍ଚିବାକୁ ପିଲା ମାନଙ୍କୁ କିଛି ଅନୁଭୁତି ବାଣ୍ଟି ଥିଲେ l ବିକାଶ ଗ୍ରୁପ  ର ପୀୟୁଷ ସିଂହ,  ମିଷ୍ଟର ଜନସନ ଯୋଗ ଦେଇ  ସହଯୋଗ କରିଥିଲେ l ନୂତନ ପଧାନ, ପ୍ରବୀଣ କୁମାର୍ ଧଳ, ପ୍ରତ୍ୟୁଷ କୁମାର ମହାକୁଡ଼, ଶୁଭମ୍ ସାହୁ, ବର୍ଷା ରାଣୀ ପଣ୍ଡା, ଅମିତ୍ ନାୟକ, ସୁରଜ୍ ମହାକୁଡ, ସଂଗ୍ରାମ ବାରିକ, ଝରଣା ମହାଲିଙ୍ଗ, ମାମାଲି ଖମାରୀ, ସୁଜିତ ସାହୁ ପ୍ରମୁଖ ୧୦ ଜଣ ଛାତ୍ର ଛାତ୍ରୀ ଓ ଦଶମ ଶ୍ରେଣୀ ର ଶିକ୍ଷକ ଲୋକନାଥ ଠେଲା, ଲବ ପରୁଆ, ଲୋକନାଥ ମିସ୍ତ୍ରୀ, ବାସୁଦେବ ବିଶି, ଯୋଗେଶ ଥନା ପତି, ନିହାରିକା ଘିବେଲା ଙ୍କୁ ସମ୍ବର୍ଧିତ କରାଯାଇଥିଲା l

ବିଦ୍ୟା ବିକାଶ ଅନୁଷ୍ଠାନ ଶାସନ ସମ୍ବଲପୁର ପକ୍ଷରୁ ପଶ୍ଚିମ ଓଡ଼ିଶାରେ ପ୍ରାୟ ସମସ୍ତ ସ୍କୁଲ୍ ମାନଙ୍କରେ ଛାତ୍ର ଛାତ୍ରୀ ଙ୍କ ଟ୍ୟାଲେଣ୍ଟ ବୃଦ୍ଧି ପାଇଁ ଆୟୋଜିତ ବିଭିନ୍ନ ପରୀକ୍ଷା ଓ ପ୍ରତିଭା ସମ୍ବର୍ଧନା କୁ ଅତିଥି ପ୍ରଶଂସା କରି ଥିଲେ l ଶିକ୍ଷା ନିକେତନ ର ଚେୟାରମେନ ଶ୍ରୀ ଅକ୍ଷୟ କୁମାର ସାହୁ ଙ୍କୁ ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚିଉସନ୍  ପକ୍ଷରୁ ଗୁରୁ ଶ୍ରେଷ୍ଠ ସମ୍ମାନ ରେ ସମ୍ବର୍ଧିତ କରାଯାଇଥିଲା l


News Comment




Photo in News

Advertisment
Lastest News
  ରାଜ୍ୟ  
କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି   05-Jul-2026
  ଜିଲ୍ଲା  
ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   05-Jul-2026
  ରାଜ୍ୟ  
ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   05-Jul-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ   05-Jul-2026
  ଖେଳ  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   05-Jul-2026
  ଜିଲ୍ଲା  
ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   05-Jul-2026
  ଜିଲ୍ଲା  
ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   05-Jul-2026
  ଜିଲ୍ଲା  
ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   05-Jul-2026
  ରାଜ୍ୟ  
ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   05-Jul-2026
  ଜିଲ୍ଲା  
ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ   05-Jul-2026
  ଜିଲ୍ଲା  
କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ   05-Jul-2026
  ଜିଲ୍ଲା  
ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ   05-Jul-2026

You Might Also Like