-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||     

HOME   ଜିଲ୍ଲା

ଅବହେଳିତ ଝରିଆ ବଣଭୋଜି ପର୍ଯ୍ୟଟନ ସ୍ଥଳୀ – ପୁନଃରୁଦ୍ଧାର ଆବଶ୍ୟକ

16-Oct-2025



ସିନାପାଲି(ପରମେଶ୍ୱର ମେହେର): ପାତାଳରୁ ଅନର୍ଗଳ ପାଣି ବାହାରୁଥିବା ଅପୂର୍ବ ପ୍ରାକୃତିକ ସ୍ଥାନ ସିନାପାଲି ବ୍ଲକ ଅନ୍ତର୍ଗତ ଯୁଗେନପଦର ପାର୍ଶ୍ୱ ଉଦନ୍ତୀ ନଦୀ ତଟରେ ଥିବା ଝରିଆ ବଣଭୋଜି ପର୍ଯ୍ୟଟନ ସ୍ଥଳୀ ଏବେ ଅବହେଳାର ଶିକାର ହୋଇପଡ଼ିଛି । ପୂର୍ବରୁ ଏହି ସ୍ଥାନକୁ ଅଞ୍ଚଳ ତଥା ବାହାରୁ ଲୋକମାନେ ବଣଭୋଜି ଓ ବିଶ୍ରାମ ସ୍ଥଳୀ ଭାବରେ ବ୍ୟବହାର କରୁଥିଲେ, କିନ୍ତୁ ପ୍ରଶାସନ ଓ ସ୍ଥାନୀୟ ନେତାଙ୍କ ଅବହେଳାରେ ଏହା ଆସ୍ତେ ଆସ୍ତେ ମଳିନ ହେବାରେ ଲାଗିଛି । ପାତାଳରୁ ନିରନ୍ତର ବାହାରୁଥିବା ସେଇ ଶୀତଳ ଓ ସ୍ୱଚ୍ଛ ପାଣି ପ୍ରକୃତିର ଅନନ୍ୟ ଉପହାର ହେଲେ ମଧ୍ୟ, ତାହାର ଯଥୋଚିତ ବ୍ୟବହାର ଓ ସୁରକ୍ଷା ହେଉନାହିଁ । ସେହି ପାଣିକୁ ଯଦି ସଠିକ ଭାବରେ ବ୍ୟବସ୍ଥାପନା କରାଯାଏ, ତେବେ ଏହା ପର୍ଯ୍ୟଟକଙ୍କ ପାଇଁ ପାନୀୟଜଳ ତଥା ଅଞ୍ଚଳର ଲୋକଙ୍କ ପାଇଁ ଜଳ ସମ୍ପଦ ଭାବେ ବି ଉପକୃତ ହୋଇପାରେ । ଏକ ସମୟରେ ବଣଭୋଜି କରିବା ପାଇଁ ଲୋକମାନେ ଦୂରଦୂରନ୍ତରୁ ଏଠାକୁ ଆସୁଥିଲେ, କିନ୍ତୁ ଏବେ ସେହି ସ୍ଥାନ ଜଙ୍ଗଲ ଓ ଜଣ୍ଟା-ଗଛରେ ଆବୃତ ହୋଇ ଅସୁବିଧାଜନକ ରୂପ ନେଇଛି । ପର୍ଯ୍ୟଟକମାନେ ଆସିବାକୁ ଇଚ୍ଛା କଲେ ମଧ୍ୟ, ବିଜୁ ଏକ୍ସପ୍ରେସ୍‌ୱେ ଠାରୁ ଝରିଆ ପର୍ଯ୍ୟନ୍ତ ଯୋଗାଯୋଗ ସୁବିଧା ନଥିବାରୁ ଆସିବା କଷ୍ଟସାଧ୍ୟ ହେଉଛି । ସେଠାକୁ ପହଞ୍ଚିବା ପାଇଁ ଗୋଟିଏ ସୁଯୋଗସୁବିଧାପୂର୍ଣ୍ଣ ରାସ୍ତା ତିଆରି ମଧ୍ୟ ଅତି ଆବଶ୍ୟକ । ବର୍ତ୍ତମାନ ଏଠାକୁ ଲୋକେ ବଣଭୋଜି କରିବାକୁ ଯିବାପାଇଁ

ଭୟ କରୁଛନ୍ତି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଯଦି ପ୍ରଶାସନ ଏହି ସ୍ଥାନପ୍ରତି ଦୃଷ୍ଟି ଦିଏ, ସମ୍ପୂର୍ଣ୍ଣ ପରିସରକୁ ପରିଷ୍କାର କରି, ବସିବା ଓ ବିଶ୍ରାମ ସ୍ଥଳୀ, ପାଣି ତଳାଘର ଓ ସାଇନବୋର୍ଡ୍, ସ୍ଥାନୀୟ ଦେବୀ ମନ୍ଦିର ତିଆରି, ରାସ୍ତା ତିଆରି ଏବଂ ବଣଭୋଜି ପାଇଁ ଉଚିତ ବ୍ୟବସ୍ତା ‌କରାଯାଏ, ତେବେ ଏହି ଝରିଆ ସ୍ଥାନ ନିଶ୍ଚୟ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ହୋଇପାରେ । ପର୍ଯ୍ୟଟକ ଆକର୍ଷଣ ଓ ଅଞ୍ଚଳର ପରିଚୟ ବୃଦ୍ଧି ପାଇଁ ଝରିଆ ସ୍ଥଳୀର ପୁନଃରୁଦ୍ଧାର ଅତି ଆବଶ୍ୟକ। ସ୍ଥାନୀୟ ଜନସାଧାରଣ ପ୍ରଶାସନ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରିଛନ୍ତି ଯେ, ଏହି ଅବହେଳିତ ପର୍ଯ୍ୟଟନ ସ୍ଥଳୀକୁ ପୁନଃ ସଜାଇ ଅଞ୍ଚଳର ଗୌରବ ଭାବେ ଗଢ଼ି ତୋଳାଯାଉ, କାହିଁକିନା ପ୍ରକୃତିର କୋଳରେ ଥିବା ଏହି ଝରିଆ, ଯଦି ପୁନଃ ସଜାଯାଏ, ତେବେ ଅଞ୍ଚଳର ନୂତନ ପିକନିକ ଓ ପର୍ଯ୍ୟଟନ ଗନ୍ତବ୍ୟ ହୋଇଉଠିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026

You Might Also Like