-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
29-Jan-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) :ନୟାଗଡ ବ୍ଳକ ବିରୁଡ଼ା ଗ୍ରାମ ପଞ୍ଚାୟତ ରେ ନିର୍ମାଣ ହେଉଥିବା ଆଦର୍ଶ ସ୍ମଶାନ ପରିଭ୍ରମଣ କରିଛନ୍ତି ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ ଏଚଡି | ତାଙ୍କ ସହିତ ନୟାଗଡ ବିଡ଼ିଓ ମନୋଜ ପାତ୍ର ଏବଂ ଇଟାମାଟି ଶିକ୍ଷା ଏବଂ ବୈଷୟିକ ମହାବିଦ୍ୟାଳୟ ର ଅଧକ୍ଷ ଅଶୋକ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସରରେ ଧନରାଜ ଆଦର୍ଶ ସ୍ମଶାନ ସହିତ ପାର୍କ ଏବଂ ବିଭିନ୍ନ କାର୍ଯ୍ୟାଳୟ ପରିଭ୍ରମଣ କରି ସ୍ଥିତି ପରଖିବା ସହିତ ବନ ବିଭାଗ ତରଫରୁ ବିଭିନ୍ନ ପ୍ରକାର ର ବୃକ୍ଷ ରୋପଣ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ର ପ୍ରତିଶୃତି ମଧ୍ୟ ଦେଇଛନ୍ତି