-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଦେଶ ବିଦେଶ

ନାବାଳିକାଙ୍କ ହାତ ଧରିବା ଓ ପ୍ୟାଣ୍ଟର ଜିପ୍ ଖୋଲିବା ପୋସ୍କୋ ଆଧାରରେ ଯୌନ ନିର୍ଯାତନା ନୁହେଁ, ବମ୍ଵେ ହାଇକୋର୍ଟଙ୍କ ଆଉ ଏକ ନିଷ୍ପତ୍ତି

28-Jan-2021



ନାଗପୁର (ପ୍ରେରଣା ଖବର ବ୍ୟୁରୋ) . ‘ସ୍କିନ ଟୁ ସ୍କିନ’ ରାୟ ପରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ପିଲାଙ୍କ ଯୌନ ଉତ୍ପୀଡନ ସଂପର୍କରେ ଆଉ ଏକ ନିଷ୍ପତ୍ତି ଦେଇଛି। କୋର୍ଟ ଅନୁଯାୟୀ, ନାବାଳିକାଙ୍କ ହାତ ଧରିବା ଏବଂ ଅଭିଯୁକ୍ତଙ୍କ ପ୍ୟାଣ୍ଟର ଜିପ୍ ଖୋଲା ରହିବା ପୋସ୍କୋ ଆକ୍ଟ ଆଧାରରେ ଯୌନ ଶୋଷଣ ନୁହେଁ। କିନ୍ତୁ ଆଇପିସିର ଧାରା ୩୫୪ ଅନ୍ତର୍ଗତ ଅପରାଧ ଅଟେ। ଗତ ଜାନୁଆରୀ ୧୫ରେ କୋର୍ଟ ଅଭିଯୁକ୍ତଙ୍କୁ ପୋସ୍କୋ ଆକ୍ଟ ଆଧାରରେ ଦିଆଯାଇଥିବା ଦଣ୍ଡକୁ ରଦ୍ଦ କରି ଦେଇଥିଲେ। ଅଭିଯୁକ୍ତ ଆଇପିସିର ଧାରା ୩୫୪ଏ୯(୧)(i) ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ବିଚାରପତି ପୁଷ୍ପା ଗନେଡିଓ୍ଵାଲାଙ୍କ ଏକ ଜଣିଆ ପୀଠ ଜଣେ ୫୦ ବର୍ଷୀୟ ଯୁବକଙ୍କ ଦ୍ଵାରା ୫ ବର୍ଷର ଶିଶୁ କନ୍ୟା ସହ ଯୌନ ଶୋଷଣ ମାମଲାରେ ଉପରୋକ୍ତ ନିଷ୍ପତ୍ତି ଶୁଣାଇଛନ୍ତି। ନିମ୍ନ ଅଦାଲତ ପୋସ୍କୋ ଆକ୍ଟ ୧୦ ଆଧାରରେ ଅଭିଯୁକ୍ତଙ୍କୁ ୫ ବର୍ଷର ଜେଲ ଦଣ୍ଡ ଏବଂ ୨୫ ହଜାର ଟଙ୍କାର ଜୋରିମାନା ଲଗାଇଥିଲେ। ଝିଅଙ୍କ ମା ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତଙ୍କ ପ୍ୟାଣ୍ଟର ଜିପ୍ ଖୋଲା ଥିଲା ଏବଂ ଝିଅର ହାତ ଅଭିଯୁକ୍ତଙ୍କ ହାତରେ ଥିଲା। କୋର୍ଟ କହିଛନ୍ତି ଏହି ମାମଲା ଆଇପିସିର ଧାରା ୩୫୪ଏ୯(୧)(i) ଅନ୍ତର୍ଗତରେ ଆସୁଛି। ଏଥିପାଇଁ ପୋସ୍କୋ ଆକ୍ଟର ଧାରା ୮, ୧୦ ଓ ୧୨ ଆଧାରରେ ସଜାକୁ ରଦ୍ଦ କରାଯାଉଛି। ଅଦାଲତ କହିଛନ୍ତି ଯେ, ଅଭିଯୁକ୍ତ ପୂର୍ବରୁ ୫ ମାସ ଜେଲ୍‌ ସଜା କାଟି ସାରିଲେଣି, ଯାହା ଏହି ଅପରାଧ ପାଇଁ ପର୍ଯ୍ୟାପ୍ତ ଅଟେ।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଯୌନ ଅପରାଧ ସଂପର୍କିତ ଏକ ମାମଲାରେ ନାଗପୁର ବେଞ୍ଚ ସ୍କିନ ଟୁ ସ୍କିନ ନିଷ୍ପତ୍ତି ଶୁଣାଇଥିଲେ। ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ନିଜ ନିଷ୍ପତ୍ତିରେ ହାଇକୋର୍ଟ କହିଥିଲେ ଯେ ୧୨ ବର୍ଷର ନାବାଳିକାଙ୍କୁ ନିବସ୍ତ୍ର କରିବା ବିନା, ତାଙ୍କ ସ୍ତନକୁ ଛୁଇଁବା ଯୌନ ଶୋଷଣ କୁହାଯାଇ ପାରିବ ନାହିଁ। ଏହି ଧରଣର କାମକୁ ପୋସ୍କୋ ଆକ୍ଟ ଆଧାରରେ ଯୌନ ନିର୍ଯ୍ୟାତନା ରୂପେ ପରିଭାଷିତ କରାଯାଇ ପାରିବ ନାହିଁ। କିନ୍ତୁ ଏମିତି ଅପରାଧ ବିରୋଧରେ ଆଇପିସିର ଧାରା ୩୫୪ ଆଧାରରେ ମୋକଦ୍ଦମା ଚଲା ଯାଇ ପାରିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like