-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Jan-2021
ବରଗଡ(ପ୍ରୋରଣା ଖବର): ଆଜି ସମ୍ବଲପୁର ଜିଲ୍ଲା ଗୋଶାଲା ନିକଟ ଝାରମୁଣ୍ଡା ଗ୍ରାମର ଉପର ପାଡାର ଜଣେ ସୁନାମଧନ୍ୟ ଯୁବତୀ ଭାରତୀୟ ଆସାମ ରାଇଫଲରେ ମନୋ ନୀତ ହୋଇଥିବା ଖବର ପାଇ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ସମ୍ମାନୀତ କରା ଯାଇଥିଲା l
ମାନପତ୍ର/ମୁକୁଟ/ଗାମୁଛା ଦେଇ ଅନୁଷ୍ଟାନର ସଭାପତି ମୁକୁନ୍ଦ ଦାଶ ସମ୍ମାନିତ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗୋଶାଲାର ଯୁବ ସମାଜସେବୀ ତଥା ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସକ୍ରିୟ ସହଯୋଗୀ ମନୋଜ ସାହୁ କାଯ୍ୟକ୍ରମ କୁ ପରିଚାଲନା କରିଥିଲେ। ଓ ଧନକଉଡା ଜୋନ୍ -2ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ସଯୁକ୍ତା ପଧାନ କାଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏହା ସହିତ ମହିଳା ସମାଜସେବୀ ଗୋଶାଲାର ଚାଚି ମଧ୍ୟ କାର୍ଯ୍ୟକ୍ରମରେ ରେ ସହଯୋଗ କରିଥିଲେ। ଏହା ସହିତ ସାପ୍ତାହିକ ସମ୍ବାଦପତ୍ର ପ୍ରୋରଣା ତରଫରୁ ମଧ୍ୟ ପ୍ରସଂଶା .କରାଯାଇଛି l