-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Sep-2025
ବରୀ (ରଞ୍ଜିତ ମହାନ୍ତି): ବରୀ ବ୍ଲକ ଅଧୀନ ଚନ୍ଦନପୁର ପଞ୍ଚାୟତ ଅଜାଣ ଛକସ୍ଥିତ ସହିଦ୍ ମାୟାଧର ଭୂୟାଁ ସ୍ମୃତିପୀଠ ପରିସରରେ ଶିଶୁ ଉଦ୍ୟାନର ଲୋକାର୍ପଣ ଉତ୍ସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍ ଥ୍ ଭାବେ ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ଅସିତ୍ କୁମାର ମହାନ୍ତି ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥ୍ ଭାବରେ ଶିକ୍ଷାବିତ ନୃସିଂହ ଚରଣ ଦାସ, ଅନିରୁଦ୍ଧ ମଲ୍ଲ, ମକର ଧ୍ବଜ ସାହୁ, ସ୍ଥାନୀ ନୀୟ ସରପଞ୍ଚ ଚପଳା ମଲ୍ଲ, ଅଜୟ ମଲ୍ଲ, ମନୋଜ ମଲ୍ଲ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥିଙ୍କ ଦ୍ବାରା ଉଦ୍ଘାଟନ କରାଯିବ ପରେ ସ୍ଥାନୀୟ ଅଞ୍ଚଳର ଶିଶୁମାନେ ଆନନ୍ଦ ଲ୍ଲାସର ସହିତ ବିଭିନ୍ନ ପ୍ରକାର ଖେଳର ମଜା ଉଠାଇଥିଲେ ।