-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
22-Aug-2025
ନବରଙ୍ଗପୁର:- (ମିହିର ଶଙ୍କର ପାତ୍ର) ଆସନ୍ତା ତା ୨୮/୦୮/୨୫ରିଖରେ ବାବା ଭୈରବ ଓ ଚାଉରିଆ ମନ୍ଦିରରେ ନବାନ୍ନ ଅନୁଷ୍ଟିତ ହେବ ଉକ୍ତ ଦିନ ହୀରାପୁର ,ପରିଆ ଓ ବୋରିଗା ମୁଥ ୯୩ଗ୍ରାମର ରଇତ ଭଗତମାନେ ଯୋଗଦେବାର ଯୋଜନା କରାଯାଇଛି ପୂର୍ବାହ୍ନ ୧୦ଘଟିକା ସମୟରେ ନବାନ୍ନ ଅନୁଷ୍ଟିତ ହେବ, ଆଜି ପୋଡ଼ାଗଡ ସିଂହାସନ ମାଟି ମନ୍ଦିର ରେ ବାଲ୍ ପାଡନି ପୂଜା ଅନୁଷ୍ଟିତ ହୋଇ ଯାଇଛି ଏହି ଅବସରରେ ସ୍ଥାୟୀ ସଭାପତି ଉଦ୍ଧବ ଚରଣ ନାୟକ ସମ୍ପାଦକ ପୁରୁଷୋତ୍ତମ ଭତ୍ରା ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ,ମାଟି ପୂଜାରୀ ନାରାୟଣ ପୂଜାରୀ ,କୃଷ୍ଣ ପୂଜାରୀ ଚଉରିଆ ପୂଜାରୀ,ଭୈରବ ମନ୍ଦିର ପୂଜାରୀ ବିଞ୍ଜଲ୍ ପୂଜାରୀ ଦେବ ପୂଜାରୀ ଈଶ୍ୱର ମାଝୀ , ସୁକ୍ମନ୍ ପୂଜାରୀ ପର୍ଗଣିଆ ମାଝୀ ମହେନ୍ଦ୍ର ମାଝୀ ,ଲଛିନ୍ଧର ପୂଜାରୀ ଯୋଗଦେଇ ଉକ୍ତ ବାଲ ପଡନି ଉତ୍ସବ ଅନୁଷ୍ଠିତ ହୋଇଥିଲା।