-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ବଲାଙ୍ଗିର, (ପ୍ରେରଣା ଖବର)- ଆଗାମୀ ତା ୨୮ .୦୧.୨୦୨୧ (ଗୁରୁବାର) ସ୍ଥାନୀୟ କୋଶଳ କଳାମଣ୍ଡଳ ପରିସରରେ ସମାଜସେବୀ ତଥା ଅତ୍ୟନ୍ତ ଜନପ୍ରିୟ ମଣିଷ ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ଦ୍ୱାଦଶାହ ଶ୍ରାଦ୍ଧ ସମ୍ପର୍କିତ କାର୍ଯ୍ୟକ୍ରମ ଦିବା ୧୧ ଘଣ୍ଟାରୁ ଆୟୋଜିତ ହେବ । ତେଣୁ ତାଙ୍କର ପରିବାର ତଥା ବନ୍ଧୁବର୍ଗଙ୍କ ପକ୍ଷରୁ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯିବା ସଂଗେ ସଂଗେ ସର୍ବସାଧାରଣଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ରହିଛି । ଏଥିରେ ସମସ୍ତେ ଯୋଗଦାନ ପୁର୍ବକ ଦିବଙ୍ଗତ ଆତ୍ମାର ସତଗତି କାମନା କରି ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ପାଇଁ ପରିବାର ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।