-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଦୁର୍ଘଟଣା ରେ ଗୋଟିଏ ଗୋଡ଼ ହରାଇ ଥିବା ବଳରାମ କୁ ସରକାରୀ ସାହାଯ୍ୟ ନେଇ ପରିବାର ନିବେଦନ

30-Jul-2025



କାଲିମେଳାସନ୍ତୋଷ କୁମାର ପଣ୍ଡା)ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ର କାଲିମେଳା ଗ୍ରାମ ପଞ୍ଚାୟତ ହରିଜନ କଲୋନୀ ର ଘାସିରାମ ହରିଜନ ଙ୍କ ର ୩୯ ବର୍ଷ ବୟସ ର ପୁଅ ବଳରାମ ହରିଜନ ର ଏବଂ ତାର ୧୩ ବର୍ଷ ବୟସ ର ପୁଅ ଚିଣ୍ଟୁ ହରିଜନ ଓ ତାଙ୍କ ଜୁଇଁ ସୁରେନ୍ଦ୍ର ହରିଜନ ତିନି ଜଣ ଙ୍କ ୨୦୨୪ ମସିହା ନଭେମ୍ବର ମାସ ୧୧ ତାରିଖ ରେ କାଲିମେଳା ମେଡିକାଲ ନିକଟରେ ଶବ ବ୍ୟବଛେଦ କେନ୍ଦ୍ର ସମ୍ମୁଖ ରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ କାଲିମେଳା ରୁ ତାଙ୍କ ଘରକୁ ଗୋଟିଏ ମୋଟର ସାଇକେଲ ଫେରୁଥିବା ସମୟ ସନ୍ଦ୍ୟା ରେ ଦୁର୍ଘଟଣା ଘଟି ତିନି ଜଣ ଙ୍କ ର ଡାହାଣ ପଟ ଗୋଡ଼ ଭାଙ୍ଗି ଯାଇଥିଲା।ସେହି ଦିନ ସେମାନଙ୍କ ଗୁରୁତର ଅବସ୍ଥାରେ ପ୍ରଥମେ କାଲିମେଳା ତାପରେ ଅବସ୍ଥା ସଂକଟପନ୍ନ ଥିବାରୁ ଜିଲ୍ଲା ମାଲକାନଗିରି ମୂଖ୍ୟ ଚିକତ୍ସାଲୟ କୁ ପୁଣି ସେଠାରୁ କୋରାପୁଟ ଜିଲ୍ଲା ସରକାରୀ ମେଡିକାଲ କୁ ସ୍ଥାନ୍ତାରିତ କରାଯାଇଥିଲା ସେଠାରେ ଦୀର୍ଘ ତିନି ମାସ ଚିକତ୍ସା ପରେ ୧୩ ବର୍ଷ ର ଚିଣ୍ଟୁ ଓ ସୁରେନ୍ଦ୍ର ଭଙ୍ଗା ଗୋଡ଼ ର ଚିକତ୍ସା ସାରି ଡାହାଣ ଗୋଡ଼ ରେ ପ୍ଲେଟ, ରୋଡ଼ ଲଗାଇ ଭଲ ହୋଇ ଘରକୁ ଫେରିଥିବା ବେଳେ କିନ୍ତୁ ଗୁରୁତର ଆହତ ବଳରାମ ହରିଜନ କୋରାପୁଟ ସରକାରୀ ମେଡିକାଲ ରେ ଚିକିତ୍ସିତ ହେଉଥିଲେ  ତାର ଗୋଡ଼ ର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ହେବା ରୁ ତାକୁ ପୋଡ଼ଶୀ ରାଜ୍ୟ ର ଆନ୍ଦ୍ର ପ୍ରଦେଶ ର ବିଶାଖାପାଟନମ ଘୋରାଇ ମେଡିକାଲ କୁ ସ୍ଥାନ୍ତାରିତ କରାଯାଇଥିଲା ସେହି ସମୟରେ ସେଠାରେ ମଧ୍ୟ ବଳରାମ ର ଗୋଡ଼ କୁ ସୁରକ୍ଷିତ କରି ରଖିବାର କିଛି ସୁବିଧା ମିଳିପାରିନାହିଁ। କାରଣ ତାଙ୍କ ଗୋଡ଼ ସମ୍ପୂର୍ଣ ରୂପେ ଭାଙ୍ଗି ନଷ୍ଟ ହୋଇ ଯାଇଥିଲା।ଯାହା ଫଳରେ  ସେ ସେଠାରୁ ବିଫଳ ହୋଇ ପୁଣି ଓଡିଶା ର କୋରାପୁଟ ଜିଲ୍ଲା ସରକାରୀ ମେଡିକାଲ ରେ ଆସି ଚିକିତ୍ସା ନିଜର କରେଇ ଥିଲେ ଓ ଶେଷରେ ବଳରାମ ହରିଜନ ର ଡାହାଣ ଗୋଡ଼ କାଟିବାକୁ ପଡିଲା! ଦୀର୍ଘ ଆଠ ମାସ କାଳ କୋରାପୁଟ ମେଡିକାଲ ରେ ଚିକିସ୍ଥିତ ହେବା ପରେ ଗୋଡ଼ କାଟିବା ପରେ ଦୁଇ ଦିନ ପୂର୍ବେ ସେ ତାଙ୍କ ଏମ ଭି ୯୦ ଘର ପହଂଚିଛି! ବର୍ତମାନ ଘରେ ଗୋଡ଼ ହରାଇ ଘରକୁ ଫେରିଥିବା ଭେଣ୍ଡିଆ ପୁଅ ର ଅବସ୍ଥା ଦେଖି କୁଲି ଭୂତି କରି ପରିବାର ଭରଣ ପୋଷଣ କରୁଥିବା ବାପା ଘାସିରାମ ହରିଜନ, ମା ଜେମା ହରିଜିନ ଓ ସ୍ତ୍ରୀ ବନ୍ଦନା ହରିଜନ, ସରକାରୀ ସାହାଯ୍ୟ ର ଆଶା ନେଇ ବସିଛନ୍ତି।ଅନ୍ୟ ପଟେ ଦୁର୍ଘଟଣା ରେ ଗୋଡ଼ ହରାଇ ଥିବା ବଳରାମ ହରିଜନ ର ସାଥିରେ ଏକାବେଳେ ଦୁର୍ଘଟଣା ସ୍ୱୀକାର ହୋଇଥିବା ୮ ଶ୍ରେଣୀ ରେ ପାଠ ପଡୁଥିବା ୧୩ ବର୍ଷ ବୟସ ର ଗୋଟିଏ ପୁଅ ଓ ପଞ୍ଚମ ଶ୍ରେଣୀ ରେ ପାଠ ପଡୁଥିବା ୧୧ ବର୍ଷ ର ଗୋଟିଏ ଝିଅ ରହିଛନ୍ତି। ସେହିମାନଙ୍କ ଭବିଷ୍ୟତ କୁ ନେଇ କିପରି କାମ ଧନ୍ଦା କରି ପରିବାର ଭୋରାଣ ପୋଷଣ କରିବ ବୋଲି ଦୁଃଖ ରେ  ଭାଙ୍ଗି ପଡିଛି ବଳରାମ ହରିଜନ! ପୁଅ ର ଗୋଟିଏ ଗୋଡ଼ ନ ଥିବା ଅବସ୍ଥା କୁ ମା ବାପା ସ୍ତ୍ରୀ ସରକାର ଙ୍କ ପକ୍ଷ୍ୟ ରୁ ଗୋଟିଏ କୃତିମ ଗୋଡ଼ ଲଗେଇବାର ବ୍ୟବସ୍ଥା କରାଯାଉ ଏବଂ ପରିବାର ଭରଣ ପୋଷଣ ପାଇଁ ଗୋଟିଏ ବେଟେରି ଚାଳିତ ତିନି ଛକିଆ ଅଟ ଗାଡି ଖଣ୍ଡିଏ ହେଲେ ଯୋଗେଇ ଦେଲେ ସେ ପିରିବାର ଚଳେଇବା ପାଇଁ ରୋଜଗାର କରିପାରି ଥାନ୍ତା ଓ ତାଙ୍କ ଘରେ ହସ ର ଫୁଲ ଫୁଟିଥାନ୍ତା ବୋଲି ଅଞ୍ଚଳବାସୀ ସମେତ ବିଜେପି ଦଳ ର ବରିଷ୍ଠ କାର୍ଯ୍ୟକର୍ତ୍ତା ଅବଦୁତ ପ୍ରସାଦ ଦୁର୍ଗା ଓ ଏମ ଭି ୯୦ ଗାଁ ର ୧୫ ନମ୍ବର ୱାର୍ଡ ର  ୱାର୍ଡ ମେମ୍ବର ସଞ୍ଜୟ ହରିଜନ ପ୍ରମୁଖ ଦାବି କରିଅଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like