-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
30-Jul-2025
(ମିହିର ଶଙ୍କର ପାତ୍ର,)
ଭୁବନେଶ୍ଵର ରେ ଅନୁଷ୍ଠିତ ହେଉଥିବା ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ମଞ୍ଚାସୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନଚରଣମାଝୀ,ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମନୋଜ ଆହୁଜା,ଅତିରିକ୍ତ ଶାସନ ସଚିବ ତଥା ରାଜ୍ୟ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୂଖ ଙ୍କ ଉପସ୍ଥିତିରେ ନବରଙ୍ଗପୁର ଜିଲ୍ଲା ସ୍ଵର୍ଣ୍ଣ ପଦକ ହାସଲ କରିଛି,( ୬ ସୁଚାଙ୍କ ପରିପୂର୍ଣତା ହାସଲ) ଆକଂକ୍ଷି ଜିଲ୍ଲାଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଡ଼ାବୁଗାଁ ବ୍ଳକ,ସ୍ଵର୍ଣ ୩ ସୁଚାଙ୍କ ପରିପୂର୍ଣତା ହାସଲ କରିଥିବାରୁ ତାମ୍ବ୍ର ପଦକ ହାସଲ କରିଛି ତେନ୍ତୁଳିଖୁଣ୍ଟି ବ୍ଲକ, ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ ମହେଶ୍ବର ସ୍ୱାଇଁ, ପୂର୍ବତନ ଜିଲ୍ଲାପାଳ, ନବରଙ୍ଗପୁରର ପୂର୍ବତନ ଡ଼ା ଶୁଭଙ୍କର ମହାପାତ୍ର, ଏବଂ ଡ କମଳ ଲୋଚନ ମିଶ୍ର, ବିଡ଼ିଓ ତେନ୍ତୁଳୀଖୁଣ୍ଟି ମନୋଜ ପାଣିଗ୍ରାହୀ, ବି ଡି ଓ, ଡାବୁ ଗାଁ,ଶରତ ମାଝୀ ଉପସ୍ଥିତ ରହି ସଂମ୍ମାନିତ ହେଇଥଲେ।