-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ଫେସ୍‌ବୁକ୍‌ରେ ବାଇକ୍‌କୁ‌ ଲାଇକ୍‌ କରି, ହରାଇଲେ ଟଙ୍କା

25-Jan-2021



କୋରାପୁଟ(ପ୍ରେରଣା ଖବର ): ଦିନକୁ ଦିନ ସାଇବର ଠକମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଦେଇ ଅନ୍‌ଲାଇନ୍‌ରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିବାରେ ସଫଳ ହେଉଛନ୍ତି। ଏଭଳି ସାଇବର ଠକଙ୍କ ନିକଟରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ଅନେକ ପ୍ରକାରର ସଚେତନତା କରାଯାଉଛି। ଏସବୁ ସତ୍ତ୍ୱେ ମଧ୍ୟ ଲୋକମାନେ ଠକାମିର ଶିକାର ହେଉଛନ୍ତି।

କିଛିଦିନ ତଳେ କଳାହାଣ୍ଡି ଜିଲ୍ଲାର ଜଣେ ଅବସରପ୍ରାପ୍ତ କର୍ମଚାରୀ ଠକାମିର ଶିକାର ହୋଇଥିବା ବେଳେ ପୁଣି ଏଭଳି ଏକ ଠକାମିର ଶିକାର ହୋଇଛନ୍ତି କୋରାପୁଟ ଜିଲ୍ଲାର ୨ଜଣ ବ୍ୟକ୍ତି। ସୋସିଆଲ୍‌ ମିଡିଆରେ ଲୋଭନୀୟ ଅଫର ଦେଖାଇ ସାଇବର ଠକମାନେ ଏମାନଙ୍କ ନିକଟରୁ ହଜାର ହଜାର ଟଙ୍କା ଲୁଟି ନେଇଛନ୍ତି। ଲକ୍ଷ୍ମୀପୁର ସରପଞ୍ଚ ଉତ୍ମେ ହୁଇକାଙ୍କ ପୁଅ ସଚିନ ହୁଇକା ଓ ଖାଲକଣା ଗାଁର ଠିକାଦାର ଲାବନ୍ୟ ବିଡିକାଙ୍କ ଜେସିବି ଡ୍ରାଇଭର ସୁଖ ସାର୍କା ଏହି ଠକାମିର ଶିକାର ହୋଇଛନ୍ତି।
ଏମାନେ ପ୍ରଥମେ ଫେସବୁକରେ ଲାଇକ୍ କରି କେଟିଏମ୍ ବାଇକ୍‌ ପାଇଁ ପ୍ରଥମେ ୩ ହଜାର ଟଙ୍କା ଅନ୍‌ଲାଇନ୍‌ରେ ପୈଠ କରିଥିଲେ। ଏହାପରେ ସାଇବର ଠକ ଏମାନଙ୍କୁ ବାଇକ୍ ରେଜିଷ୍ଟ୍ରେସନ ହୋଇଗଲା, ହୋମ୍‌ ଡେଲିଭରି ଦିଆଯିବ ବୋଲି କହିଥିଲେ। ଏଥିପାଇଁ ଅନ୍‌ଲାଇନ୍‌ରେ ନଚେତ୍ ନଗଦ ଆକାରରେ ଟଙ୍କା ଦେବାକୁ ପଚାରିଥିଲା ସାଇବର ଠକ।
ସାଇବର ଠକଙ୍କ କଥାକୁ ବିଶ୍ୱାସ କରି ସଚିନ ଓ ଲାବନ୍ୟ ୨୧ ତାରିଖ ଦିନ ୨୨ ହଜାର,୨୨ ତାରିଖ ଦିନ ୧୮ ହଜାର ଟଙ୍କା ପୈଠ କରିଥିଲେ। ଟଙ୍କା ପାଇ ସାରିବା ପରେ ସାଇବର ଠକ ଜଣକ କହିଥିଲେ, ଆପଣଙ୍କୁ ୧୮ ହଜାର ୪ ଶହ ଟଙ୍କା ଦେବାକୁ କୁହାଯାଇଥିଲା, ହେଲେ ଆପଣ୧୮ ହଜାର ଟଙ୍କା ଦେଲେ। ତେଣୁ ଆପଣ ଦେଇଥିବା ୧୮ ହଜାର ଟଙ୍କା ନଗଦ ଫେରାଇ ଦିଆଯିବ ବୋଲି କହି ମନଜିଣି ପୁଣିଥରେ ୧୮ ହଜାର ୪ ଶହ ପଠାଇବାକୁ କହିଥିଲେ। ଠକର କଥାରେ ବିଶ୍ୱାସ କରି ୧୮ ହଜାର ୪ ଶହ ଟଙ୍କା ଦେଇଥିଲେ। ଟଙ୍କା ପାଇବାର କିଛି ସମୟ ପରେ ସାଇବର ଠକ ସେମାନଙ୍କୁ କହିଥିଲେ ଆପଣଙ୍କ ଗାଡ଼ି ରାୟଗଡାରେ ପହଞ୍ଚି ଯାଇଛି ଓ ଇନ୍‌ସ୍ୟୁରାନ୍ସ କାମ ଚାଲିଛି। ଆଉ ଦେଢ ଘଣ୍ଟା ପରେ ଆପଣଙ୍କ ଗାଡ଼ି ଲକ୍ଷ୍ମୀପୁରରେ ପାଇଯିବେ ବୋଲି କହି ଇନ୍‌ସ୍ୟୁରାନ୍ସ ବାବଦକୁ ୧୪ ହଜାର ୮ ଶହ ଟଙ୍କା ମାଗିଥିଲେ ସାଇବର ଠକ। ପୁଣିଥରେ ସାଇବର ଠକର କଥାକୁ ବିଶ୍ୱାସ କରି ସଚିନ ଓ ଲାବନ୍ୟ ଅନ୍‌ଲାଇନ୍‌ରେ ଟଙ୍କା  ପୈଠ କରିଥିଲେ। ଏପରି ଭାବରେ ଅନ୍‌ଲାଇନ୍‌ରେ ହଜାର ହଜାର ଟଙ୍କା ପୈଠ କରି ବାଇକ୍‌ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ବାଇକ୍‌ ମିଳିନଥିଲା। ପରେ ଏମାନେ ଠକାମିର ଶିକାର ହୋଇଥିବା ଜାଣିପାରି ଲକ୍ଷ୍ମୀପୁର ଥାନାର ଦ୍ୱାରସ୍ଥ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like