-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
10-Jul-2025
(ଡୋ ଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା ଏସ ପି ଙ୍କ ସମ୍ମିଳନୀ କକ୍ଷ ଠାରେ ନୂତନ ଭାରତ ନ୍ୟାୟ ସଂହିତା ଉପରେ ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳା ରେ ନୂଆପଡ଼ା ଏସ ପି ଜିଆର ରାଘବେନ୍ଦ୍ର ଯୋଗ ଦେଇ ଭାରତୀୟ ନ୍ୟାୟ ସଂହିତା ପୋଲିସ କର୍ମଚାରୀଙ୍କ ପାଇଁ ଆବଶ୍ୟକ ଜାଣିବା ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ। ସଚେତନତା ଦ୍ବାରା ଆଇନ ଉପରେ ଅବଗତ ହୋଇ ଅପରାଧ ନିୟନ୍ତ୍ରଣ ହେବା ସୁନିଶ୍ଚିତ ବୋଲି କହିଥିଲେ। ଜିଲ୍ଲାର ପାଞ୍ଚ ଗୋଟି ବ୍ଲକର କାର୍ଯ୍ୟ କରିଥିବା ହାବିଲଦାର ଓ କନଷ୍ଟେବଳ, ମାନେ ଯୋଗ ଦେଇ ଏହି ନୂତନ ଆଇନ ଉପରେ ଅବଗତ ହୋଇ ଆଗାମୀ ଦିନରେ ଏହାର କାର୍ଯ୍ୟକାରିତା କରିବେ ବୋଲି କହିଥିଲେ।