-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

ସାଧାରଣ ଜନତା ଓ ଚାଷୀଙ୍କ ଙ୍କ ସମ୍ବୁଖିନ ହୁଅନ୍ତୁ ଓ ଲୋକ ପ୍ରିୟ ମୂଖ୍ୟମନ୍ତ୍ରୀ ର ପ୍ରମାଣ ଦିଅନ୍ତୁ

06-Jun-2025



- ସୋନପୁର (ମନୋରଞ୍ଜନ ତ୍ରିପାଠୀ) ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ପହଞ୍ଚିବେ ଓଡ଼ିଶା ରାଜ୍ୟର ନୂଆଁ ମୁଖ୍ୟ ମନ୍ତ୍ରୀ ମାନ୍ୟବର ଶ୍ରୀ ଯୁକ୍ତ ମୋହନ  ଚରଣ ମାଝୀ l ଜିଲ୍ଲା ବିକାଶ ର ସମୀକ୍ଷା କରିବେ ଅନେକ ମେଗା ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରିବେ l ଏଥି ପାଇଁ ଜିଲ୍ଲା ବିଜେପି ନେତା କର୍ମୀ ଓ ଜିଲ୍ଲା ପ୍ରଶାସନ  ଚଳ ଚଞ୍ଚଳ ହୋଇ ଉଠିଛି l ଭବ୍ୟ ସ୍ଵାଗତ ପାଈଁ ସପ୍ତାହେ ପୂର୍ବରୁ ଚାଲିଛି ପ୍ରସ୍ତୁତି l ସମୀକ୍ଷା କରନ୍ତୁ ନୂଆଁ ପ୍ରକଳ୍ପ ଉଦଘାଟନ କରନ୍ତୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ l କିନ୍ତୁ ବିଗତ ସରକାର ଙ୍କ ଭୋଟ ରାଜନୀତି ପାଇଁ ଅଧୁରା ରହି ଥିବା ଅତ୍ୟାଧୁନିକ ନୂଆଁ ବସଷ୍ଟାଣ୍ଡ, ରିଙ୍ଗ ରୋଡ, ଅଙ୍ଗ କେନାଲ ସମ୍ପ୍ରସାରଣ, ଜିଲ୍ଲା ସଦର ମହକୁମାର ଏକ ମାତ୍ର ମହିଳା କଲେଜ ର ନୂଆଁ ବିଲ୍ଡିଂ କାର୍ଯ୍ଯ କୁ ତ୍ୱରାନ୍ୱିତ କରିବା ଭଳି ଅନେକ ମେଗା ପ୍ରକଳ୍ପ କୁ ତୁରନ୍ତ ତ୍ୱରାନ୍ୱିତ କରିବା ଦାବୀ ଓ କୃଷୀ ବିଶ୍ୱ ବିଦ୍ୟାଳୟ, ସୋନପୁର କଲେଜ କୁ ସରକାରୀ ମାନ୍ୟତା ଓ ମେଡିକାଲ୍ କଲେଜ ସ୍ଥାପନ, ଡାକ୍ତର ପଦବୀ ପୂରଣ ଭଳି ଜିଲ୍ଲା ବାସୀ ଙ୍କ  ଏ ସବୁ ଗୁରୁତ୍ବ ପୂର୍ଣ୍ଣ ବିଷୟ ବା ଦାବି ଉପରେ, ଶିକ୍ଷା ସ୍ବାସ୍ଥ୍ୟ ଭଳି ଲୋକ ଙ୍କ ମୌଳିକ ସମସ୍ୟା ର ସମାଧାନ ଉପରେ ଏ ସରକାର କୁ ମୂଖ୍ୟ ମନ୍ତ୍ରୀ ଙ୍କୁ ପ୍ରଥମେ ଗୁରୁତ୍ଵ ଦେବାକୁ ପଡ଼ିବ l କାରଣ ଓଡ଼ିଶା ର ନିର୍ବାଚନ ବିଗୁଲ ବାଜିଥିଲା ଏ  ମନ୍ତ୍ର ଯନ୍ତ୍ର ତନ୍ତ୍ର ସିଦ୍ଧି ପୀଠ ରୁ ମାଟିରୁ l ଭାରତ ସରକାରଙ୍କ ଚାଣକ୍ୟ ତଥା ଦେଶ ର ଖୋଦ୍ ଗୃହ ମନ୍ତ୍ରୀ ମାନ୍ୟବର ଅମିତ୍ ଶାହା ଏଇ ମା ସୁରେଶ୍ଵରୀ ଙ୍କ ମାଟିରେ ମନ୍ଦିର ମାଳିନୀ ସହର ରେ ନିର୍ବାଚନ ବିଗୁଲ୍ ବଜେଇ ପରିବର୍ତ୍ତନ ର ଦୃଢ଼ ସଂକଳ୍ପ ନେଇଥିଲେ l ଓ ତାହା ମଧ୍ୟ ପ୍ରମାଣ କରି ଦେଖେଇଲେ l ତେଣୁ ଏ ଜିଲ୍ଲା ର ଦୃତ ବିକାଶ ଲାଗି ବିଭିନ୍ନ ପ୍ରସ୍ତାବ ଉପରେ ବୁଦ୍ଧିଜୀବୀ, ଆଇନ୍ ଜିବୀ,ମିଡିଆ, ଚାଷୀ , ବରିଷ୍ଠ ନାଗରିକ ଓ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ଙ୍କ ସହିତ ଖୋଲା ଆଲୋଚନା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବ ରୁ ପ୍ରସ୍ତୁତି ହୋଇ ଆସନ୍ତୁ  ଓ  ଲୋକ ଙ୍କ ସରକାର ଏବଂ ଓଡ଼ିଶା ର ଲୋକ ପ୍ରିୟ ମୂଖ୍ୟମନ୍ତ୍ରୀ ର ପ୍ରମାଣ ଦିଅନ୍ତୁ l କାରଣ ବିଗତ ଦିନରେ ଦେବଗଡ ଜିଲ୍ଲା ଗସ୍ତ ରେ ଯେଭଳି ଜିଲ୍ଲା ବାସୀ ଙ୍କୁ  ଓ ଏ ସମସ୍ତ ବର୍ଗ ଲୋକ ଙ୍କୁ ସାକ୍ଷାତ ପାଇଁ ଗ୍ରିଭେନ୍ସ ପାଇଁ ବାରଣ କରାଗଲା l ସର୍କିଟ ହାଉସ ପଛ ପଟ ଝରକା ବାଟେ ଦାବୀ ପତ୍ର ଗ୍ରହଣ କରିଥିଲେ ଏଠି ତାହା ପୁନରାବୃତ୍ତି ନ ହେଉ l କାରଣ ଏ ମାଟି ରୁ ପରିବର୍ତ୍ତନ ର ସ୍ବପ୍ନ ଓ ସଙ୍କଳ୍ପ ସାକାର ହୁଏ ତାହା ରାଜ୍ୟ ବାସୀ ଦେଶ ବାସୀ ଜାଣିଲେ ଗତ ନିର୍ବାଚନରେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like