-+91-9937148622 |
prerana_bgr@rediffmail.com |
Thursday 11th June 2026 |
R.N.I. Regd No. ODIODI/2010/46693
Breaking News
03-Jun-2025
(ଡୋଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଆଜି ଏକ ମୂର୍ମୁତ ସଡ଼କ ଦୁର୍ଘଟଣା ହୋଇଅଛି। ଟ୍ରକ୍ ଏବଂ ବାଇକ୍ ମଧ୍ୟରେ ଦୁର୍ଘଟଣା। ଜିଲ୍ଲା କୋର୍ଟ ସମ୍ମୁଖ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା ହୋଇଅଛି। ବାଇକ୍ ଆରୋହି ଟ୍ରକ୍ କୁ ଅତିକ୍ରମ କରୁଥିବା ବେଳେ ବାଇକ୍ ଚାଳକ ଭାରସାମ୍ୟ ହରାଇ ଚକା ତଲକୁ ପଡ଼ିଯାଇଥିଲେ। ବାଇକ୍ ରେ ବସିଥିବା ଅନ୍ୟ ଦୁଇ ଯୁବକମାନେ ଅନ୍ୟତ୍ର ଛିଣ୍ଟିକି ପଡ଼ିବାରୁ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳ ରେ ବାଇକ୍ ଚାଳକ ମୃତ୍ୟୁ ହୋଇଥିଲା। ମୃତ୍ୟୁ ଯୁବକ ଜଣକ ସିର୍ତୋଲ ଗ୍ରାମର ହିତେଶ ମାଝୀ ବୋଲି ଜଣାପଡିଛି।