-+91-9937148622 |

prerana_bgr@rediffmail.com |

  Friday 11th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||     

HOME   ଜିଲ୍ଲା

ଡ଼ାକଘର କର୍ମଚାରୀଙ୍କ ମନମୁଖୀ ଏବଂ ଦାୟିତ୍ୱହୀନତା

29-May-2025



ଅମ୍ବାଭୋନା(ପ୍ରକାଶ ଚନ୍ଦ୍ର ରଥ) ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଧିନସ୍ଥ ଅମ୍ବାଭୋନା ମୁଖ୍ୟ ଡ଼ାକଘର ଜରିଆରେ ଜନତାଙ୍କ ପାଖକୁ ଆସୁଥିବା ଚିଠି ତଥା ଅନ୍ୟାନ୍ୟ ପାର୍ସଲ ଲୋକଙ୍କ ପାଖରେ ଠିକ୍ ସମୟରେ ନ ପହଁଞ୍ଚିବା ଯୋଗୁଁ ଜନସାଧାରଣ ଅନେକ ସମୟରେ ହଇରାଣ ହେଉଛନ୍ତି।ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଅମ୍ବାଭୋନା ଗ୍ରାମର ଉଷା ନାଏକଙ୍କ କ୍ଷେତ୍ରରେ।ତାଙ୍କର କହିବା ଅନୁସାରେ ଉଷା ନାଏକ ଙ୍କ ନାମରେ ୨୦୨୩ ସେପ୍ଟେମ୍ବର ମାସରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର ଅମ୍ବାଭୋନା ଶାଖାରେ ଏଟିଏମ୍ କାର୍ଡ଼ ପାଇଁ ଆବେଦନ କରାଯାଇଥିଲା।ଯାହା ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ। କୌଣସି କାରଣରୁ ତାଙ୍କ ମୋବାଇଲକୁ ଏଟିଏମ୍ କାର୍ଡ଼ର ସୂଚନା ମଧ୍ୟ ଆସି ନ ଥିବାରୁ ସେ ଏଟିଏମ୍ କାର୍ଡ଼ର ସ୍ଥିତି କଣ ଜାଣି ପାରି ନ ଥିଲେ। ଗତ ମଇ ୨୬ ତାରିଖରେ ସେ ଅମ୍ବାଭୋନା ଷ୍ଟେଟବ୍ୟାଙ୍କ ଶାଖା କୁ ଯାଇ ପୁନର୍ବାର ଏଟିଏମ୍ କାର୍ଡ଼ ପାଇଁ ଆବେଦନ କରିବାରୁ ବ୍ୟାଙ୍କ ଅଧିକାରୀ ତାଙ୍କୁ ପୁରୁଣା ଏଟିଏମ୍ କାର୍ଡ଼କୁ ପ୍ରଥମେ ବ୍ଲକ୍ କରିବାକୁ କହିଥିଲେ। ମାତ୍ର ଉଷା ନାଏକ ଙ୍କ ପାଖରେ ପୁରୁଣା କାର୍ଡ଼ ଏପର୍ଯ୍ୟନ୍ତ ପହଁଞ୍ଚି ପାରି ନାହିଁ। ବ୍ୟାଙ୍କ କର୍ମଚାରୀ ଙ୍କୁ କହିବାରୁ ବ୍ୟାଙ୍କ ଅଧିକାରୀ ଟ୍ରାକିଂ ଆଇଡି ଦେଇ ପୋଷ୍ଟ ଅଫିସରେ ଯାଞ୍ଚ କରିବାକୁ କହିଥିଲେ। କିନ୍ତୁ ଅମ୍ବାଭୋନା ପୋଷ୍ଟ ଅଫିସ ତରଫରୁ ତାଙ୍କୁ ୬ ମାସ ପୂର୍ବର କିଛି ଯାଞ୍ଚ କରାଯାଇ ପାରିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦିଆ ଯାଇଥିଲା। କାର୍ଡ଼ଟି ପୋଷ୍ଟ ଅଫିସକୁ ଆସିଛି ନା ନାହିଁ ତାହା ଜାଣିବାକୁ ଚାହିଁଥିଲେ ହେଁ  ଖୋଜିବାକୁ ଆଦୌ ଚେଷ୍ଟା କରାଯାଇ ନ ଥିଲା ଏବଂ ପୁଣି ଥରେ ବ୍ଯାଙ୍କରେ ଯାଇ ଏଟିଏମ୍ କାର୍ଡ଼ ପାଇଁ ଆବେଦନ କରିବାକୁ କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି। ଉଷା ନାଏକ ଜଣେ ବିଧବା ମହିଳା ଅଟନ୍ତି। ତାଙ୍କୁ ଭତ୍ତା ଉଠାଇବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା  ଏବଂ ପୂର୍ବରୁ ୨୦୧୮ ମସିହାରେ ମଧ୍ୟ ଆବେଦନ କରିଥିଲେ ସୁଦ୍ଧା ସେ ସମୟରେ ମଧ୍ୟ ଏଟିଏମ୍ କାର୍ଡ଼ ଟି ତାଙ୍କ ପାଖରେ ପହଞ୍ଚି ନ ଥିବା କହିଛନ୍ତି।ପ୍ରକାଶଯୋଗ୍ୟ ଯେ, ଅମ୍ବାଭୋନା ପୋଷ୍ଟ ଅଫିସ ତରଫରୁ ଚିଠି ପତ୍ର କିମ୍ବା ପାର୍ସଲ ଆସିଲେ ଲୋକଙ୍କୁ ଫୋନ୍ କରି ଅମ୍ବାଭୋନା ପୋଷ୍ଟ ଅଫିସକୁ ଆସି ନେବା ପାଇଁ କୁହାଯାଉଥିବା ଏବଂ ଅନ୍ୟ ବ୍ୟକ୍ତିଙ୍କ ହାତରେ ପାର୍ସଲ ପଠା ଯାଉଥିବା ଚର୍ଚ୍ଚା ହେଉଛି।ଅମ୍ବାଭୋନା ପୋଷ୍ଟ ଅଫିସ କର୍ମଚାରୀଙ୍କ ମନମୁଖୀ ଏବଂ ଦାୟିତ୍ୱହୀନତା ଯୋଗୁଁ ଧୀରେ ଧୀରେ ଭାରତୀୟ ଡାକବିଭାଗର  ବିଶ୍ୱସନୀୟତା ଉପରେ ପ୍ରଶ୍ନ ଚିହ୍ନ ଲାଗିଥିବା ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   10-Sep-2026
  ଜିଲ୍ଲା  
ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   10-Sep-2026
  ଜିଲ୍ଲା  
ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ   10-Sep-2026
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026

You Might Also Like