-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
27-May-2025
ବରୀ(ରଞ୍ଜିତ ମହାନ୍ତି): ବରୀ ବ୍ଲକ ବିଂଝାରପୁର ଜଳସମ୍ପଦ ଅଧ୍ୱନ ଖରେସ୍ରୋତା ଓ ତନ୍ତୀଘାଇ ର ନଦୀବନ୍ଧ ଭଅଁରା ପଞ୍ଚାୟତର ରାଇପୁର ମହାପୁରୁଷ ନିକଟରୁ ବୋଦୁଅ ପଞ୍ଚାୟତର ରେବଲ ପର୍ଯ୍ୟନ୍ତ ନଦୀବନ୍ଧ ଟି ରାସ୍ତା ଉପ ରେ ଖାଲ ରେ ଭ ଭର୍ତି ହେଉଛି । ପ୍ରାକ ମୌସୁମୀ ସୁମୀ ବର୍ଷା ଫଳରେ ଖାଲ ଥିବା ସ୍ଥାନ ରେ ବର୍ଷା ପାଣି ଜମିଛି । ନଦୀବନ୍ଧ ମାନଙ୍କ ସ୍ଥାନେ ସ୍ଥାନେ ରେନକଟ ରହିଛି । ପ୍ରତ୍ୟେକ ତ୍ଯକ ଦିନ ଏହି ରାସ୍ତା ଉପରେ ୩ ରୁ ଉଦ୍ଧ ପଞ୍ଚାୟତର ଜନସାଧାରଣ ଓ ବିଦ୍ୟାଳ ଳୟ ର ଛାତ୍ର ଓ ଓ ଛାତ୍ରୀ ଯାତା ୟତ ତ କରିଥାନ୍ତି | ରାସ୍ତା ର ଏଭଳି ଶୋଚନୀୟ ଥିବାରୁ ରୁ ଏହି ରାସ୍ତା ଉପରେ ପଥର ଗାଡି, ଚିପ୍ସସ ଗାଡି ଯୋଗୁ ରାସ୍ତା ଖାଲଖମକ୍ଷ ଲଖମକ୍ଷ ରେ ପୁରି ରହିଛି । ଆଗକୁ ବର୍ଷା ଦିନ ଆସୁଥିବା ରୁ ନଦ ନଦୀକୁଳ ରେ ବସ ବାସ କରୁଥିବ କରୁଥିବା ଲୋକ ଅସୁବିଧା ଭେ ଭୋଗୀ ବା ଜଣା ପଡିଛି । ତୁରନ୍ତ ଏହି ସମସ୍ୟା ପ୍ରତି ବିଭାଗୀୟ ଲାକମାନେ ଯାତା ୟତ ଉଚ୍ଚଅ ଅଧୂକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ପକ୍ଷରୁ ଦାବି ହେଉଛି ।