-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
20-May-2025
ବରୀ (ରଞ୍ଜିତ ମହାନ୍ତି): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ଅତିରା ପଞ୍ଚାୟତର ପ୍ରତୀକ୍ଷା ମହାନ୍ତି ଚଳିତ ବର୍ଷର ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୬.୬% ମାର୍କ ରଖ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କଟ ଙ୍କର ଏହି ସଫଳତା ପଛରେ ମାଆ, ବାପା, ମାମୁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଶ୍ରେୟ ରହିଛି ବୋଲି ପ୍ରତୀକ୍ଷା କହିଛନ୍ତି । ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ପ୍ରାଧ୍ୟାପିକା କୁକୁମିନା
ପ୍ରତୀକ୍ଷା ମହାନ୍ତି।
ମହାନ୍ତିଙ୍କ ଝିଅ ପ୍ରତୀକ୍ଷା ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ଦେଶସେବା କ୍ଷେତ୍ରରେ କାମ କରିବାକୁ ଲକ୍ଷ୍ୟ ରଖ୍ଛନ୍ତି ବୋଲି କହିଛନ୍ତି ।