-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
06-May-2025
ସମ୍ବଲପୁର : (ସଂଜୀବ ପାଣିଗ୍ରାହୀ) - ମୁଦିପଡ଼ା ଜାଗେଶ୍ଵର ବାବା ଶୀତଳଷଷ୍ଠୀ ଯାତ୍ରା କମିଟିର ନୂଆ କର୍ମକର୍ତ୍ତା ଚୟନ କରାଯାଇଛି। ଜଗଦୀଶ ପଣ୍ଡା ସଭାପତି, ଗତିକୃଷ୍ଣ ଷଡ଼ଗୀ, ଲକ୍ଷ୍ମୀନାରାୟଣ ପଟେଲ, ବିନୋଦ ପଣ୍ଡା ଓ ସୁଧୀର ରଂଜନ ବହିଦାର ଉପସଭାପତି, ଦୁର୍ଗାପ୍ରସାଦ ପଟ୍ଟନାୟକ ସଂପାଦକ, ଗଂଗାଧର ଭୋଇ ସହ-ସଂପାଦକ, ଖଡ଼ିରତ୍ନ ବେହେରା କୋଷାଧ୍ୟକ୍ଷ, କୃଷ୍ଣଚନ୍ଦ୍ର ପରିଡ଼ା ସହ-କୋଷାଧ୍ୟକ୍ଷ, ଅଜିତ କର୍ପୂ ମୁଖ୍ୟ ସଂଗଠନ ସଂପାଦକ ଏବଂ ହିତେଶ ଟଙ୍କ, ସତ୍ୟକାନ୍ତ ମହାପାତ୍ର, ସୁଦୀପ୍ତ ପଣ୍ଡା, ଅରୁଣ ଦାଶ, ସୁରେଶ ଦାଶ, କୈଳାସ ପ୍ରଧାନ, ସୁମନ କର୍ଣ୍ଣ, ରାକେଶ ମୁନ୍ସି, ସିଦ୍ଧାର୍ଥ କର୍ଣ୍ଣ, ସୁଶାନ୍ତ ପଟେଲ ଓ ମାନସ ସାହୁଙ୍କୁ ସଂଗଠନ ସଂପାଦକ ମନୋନୀତ କରାଯାଇଛି। ବ୍ୟୋମକେଶ ପଣ୍ଡା ମିଡିଆ ସେଲ୍ ଦାୟିତ୍ଵ ଦିଆଯାଇଥିବା ବେଳେ ହିମାଂଶୁ ପାଣିଗ୍ରାହୀଙ୍କୁ ଆଇନ ପରାମର୍ଶଦାତା ରଖାଯାଇଛି।