-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗୀର: ଭାଗବାନ ପର୍ଶୁରାମ ଜୟନ୍ତୀ ରେ ବିଶାଳ ଶୋଭାଯାତ୍ରା

30-Apr-2025



ବଲାଙ୍ଗୀର(ପ୍ରେରଣା ଖବର): ମଙ୍ଗଳବାର ଦିନ ବଲାଙ୍ଗୀର ଜିଲ୍ଲା ବ୍ରାହ୍ମଣ ମହାସଭା ଓ ପର୍ଶୁରାମ ଜୟନ୍ତୀ କମିଟି ପକ୍ଷରୁ ଭଗବାନ ପର୍ଶୁରାମ ଜୟନ୍ତି ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ସ୍ଥାନୀୟ ନରସିଂହ ମନ୍ଦିରଠାରେ ଯଜ୍ଞ ଓ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା। ହିନ୍ଦୁ ଏକତା ଓ ଜଗତ କଲ୍ୟାଣ ପାଇଁ ଆୟୋଜିତ ଯଜ୍ଞରେ ବ୍ରାହ୍ମଣମହାସଭାର କୋଷାଧ୍ୟକ୍ଷ କିଶୋର ପୁରୋହିତ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ । ଦିନ ୧୦ଟାରେ ନରସିଂହ ମନ୍ଦିରରୁ ଏକମୋଟରସାଇକେଲ ରାଲି କରାଯାଇ ଆରଟିଓ ଛକରେ ଥିବା ପର୍ଶୁରାମ ପ୍ରତିମୂର୍ତ୍ତିସ୍ଥଳକୁ ପହଞ୍ଚି ପୂଜାର୍ଚ୍ଚନା କରାଯାଇ ଥିଲା । ସେଠାରୁ ଜିଲ୍ଲାପାଳଙ୍କ ବାସଭବନ ନିକଟସ୍ଥ ବ୍ରାହ୍ମଣ ସମାଜର ପ୍ରସ୍ତାବିତ ମଣ୍ଡପସ୍ଥଳିକୁ ପହଞ୍ଚି ପୂଜାର୍ଚ୍ଚନା କରାଯାଇ ଥିଲା ।

ସଂଧ୍ୟାରେ ସହରରେ ଏକ ବିଶାଳ ଶୋଭାଯାତ୍ରା ମଧ୍ୟ କରାଯାଇ ଥିଲା । ଏଥିରେ ସହରର ଅନେକ ଜାତି ସଂଗଠନ ଯୋଗ ଦେଇଥିଲେ । ଆଜିର ଦିନରେ ହିନ୍ଦୁ ଏକତାର ଆବଶ୍ୟକତା ରହିଛି ବୋଲି ଆୟୋଜକ କମିଟି କହିଛି । ତେଣୁ ଶୋଭାଯାତ୍ରା ରେ ବିଶ୍ୱହିନ୍ଦୁପରିଷଦ,ବଜରଙ୍ଗଦଳ ଓ ବିଜେପିର କାର୍ଯ୍ୟକର୍ତ୍ତା ମାନେ ପର୍ଶୁ ଚାଳନା କରିଥିଲେ। ସେହିପରି ଦୁର୍ଗାବାହିନୀର ମହିଳାମାନେ ତ୍ରିଶୁଳ ପ୍ରଦର୍ଶନ କରି ଭାରତୀୟ ମହିଳାଙ୍କ ପରାକାଷ୍ଠା ଦେଖାଇଥିଲେ । ଶୋଭାଯାତ୍ରା ସ୍ଥାନୀୟ ନରସିଂହ ମନ୍ଦିର ଛକରୁ ବାହାରି ଦୁର୍ଗାମନ୍ଦିର,ମହାଦେବ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ସମଲେଶ୍ୱରୀ ମନ୍ଦିର, ରାମମମନ୍ଦିର, ହନୁମାନ ମନ୍ଦିରରେ ପୂଜାର୍ଚ୍ଚାନ ପରେ ରୁଗୁଡିପଡା ଛକ, ଜିଲ୍ଲାପାଳ କାର୍ଯ୍ୟାଳୟ ଦେଇ ପୁଣି ନରସିଂହ ମନ୍ଦିରକୁ ପହଞ୍ଚିଥିଲା । ଏଠାରେ ହଜାର ହଜାର ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ବଜାଗଜା ସହିତ ନାମ ସଂକିର୍ତ୍ତନରେ ସହର ଉଛୁଳି ପଡିଥିଲା । ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ପୁରୁଷ/ମହିଳା ଯୋଗଦାନ କରିଥିଲେ l

ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଗୋପବନ୍ଧୁ ପୁରୋହିତ, ସଂପାଦକ ଜୟରାମ ମିଶ୍ର, ନଗର ସଭାପତି ତଥା ପର୍ଶୁରାମ ବାହିନୀର ରାଜ୍ୟ କାର୍ଯ୍ୟକାରି ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, ଆବାହକ ସୁଧିର ଚାନ୍ଦ, ଶିବଶଙ୍କର ଖ୍ୱାସ, ସୁଧିର ତ୍ରପାଠୀ, ବିଧୁଭୂଷଣ ତ୍ରପାଠୀ, କିଶୋର ପୁରୋହିତ, ଅଶୋକ ତ୍ରୀପାଠୀ, ଲୋଟସ ଷଢଙ୍ଗୀ, ସୋମନାଥ ମିଶ୍ର,ସର୍ଜନ ଆଚାର୍ଯ୍ୟ,ରାକେଶ ପଣ୍ଡା, କାହ୍ନା ଶତପଥି, ସୌମ୍ୟରଂଜନ ମିଶ୍ର,ସୁନିଳ ମିଶ୍ର, ବିଶ୍ୱମୟ ପୂଜାରୀ, ପ୍ରଭାକର ମିଶ୍ର,ପର୍ଶୁରାମ ନାଏକ,ରଂଜନ ତ୍ରୀପାଠୀ, ସୁଭାଷ ଶତପଥି,ଅନୀତା ମିଶ୍ର, କସ୍ତୁରୀ ରଥ, ଗାଗରିକା ଗୁରୁ, ରଶ୍ମୀ ପାଣିଗ୍ରାହୀ, ରଶ୍ମୀରେଖା ଦାନୀ, ବିଜୟଲକ୍ଷ୍ମୀ ମିଶ୍ର, କୁମୁଦିନୀ ମିଶ୍ରଙ୍କ ନେତୃତ୍ୱରେ ହଜାରସଂଖ୍ୟାରେ ଲୋକ ଶୋଭାଯାତ୍ରା ରେ ସାମିଲ ହୋଇ ଥିଲେ । ବିଜେପିର ବରିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ, ବିଜେଡି ଦଳର ମନ୍ମଥ ସିଂଦେଓ ପ୍ରମୁଖ ମଧ୍ୟ ସାମିଲ ହୋଇ ଥିଲେ। ଠିକ ସେହିପରି କରଣାସମାଜରୁ ସନ୍ତକ ବହିଦାର, ସଂଗ୍ରାମ ବହିଦାର, ଅଘରିଆ ସମାଜର ସଭାପତି ଶୁଭ୍ରାଂଶୁ ପଟେଲ, ଯାଦବ ସମାଜର ସନ୍ଦୀପ ନାଗଙ୍କ ସମେତ ଅନେକ ଜାତିସାମାଜର କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ଅବସରରେ  ପର୍ଶୁରାମ ମଣ୍ଡପ ଠାରେ ମହିଳା ଟିମ ଦ୍ୱାରା ଦହିପଣା ବଣ୍ଟନ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like