-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||     

HOME   ଜିଲ୍ଲା

ବିଚାର ପକ୍ଷରୁ "ଧର୍ମାଲୋଚନାର ପ୍ରାବଲ୍ୟ ଅଥଚ ଧର୍ମାଚାରର ଅଵକ୍ଷୟ" ଶୀର୍ଷକ ଆଲୋଚନାଚକ୍ର

27-Apr-2025



ବଲାଙ୍ଗିର(ପ୍ରେରଣା ଖବର): ବୌଦ୍ଧିକ  ଅନୁଷ୍ଠାନ "ବିଚାର" ପକ୍ଷରୁ "ଧର୍ମାଲୋଚନାର ପ୍ରାବଲ୍ୟ ଅଥଚ ଧର୍ମାଚାରର ଅଵକ୍ଷୟ" ଶୀର୍ଷକ ଆଲୋଚନାଚକ୍ର ହୋଇଯାଇଛି। ଅନୁଷ୍ଠିତ ଆଲୋଚନାଚକ୍ରରେ ବିଶ୍ୱତ୍ମା ଚେତନା ପରିଷଦର ପ୍ରତିଷ୍ଠାତା ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ବତୀ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇଥିଲେ । ସେ କହିଲେ, ସନାତନ ଧର୍ମ ଅନୁସାରେ ଧର୍ମ ଚର୍ଚ୍ଚାର ବିଷୟ ନୁହେଁ ଚଳନ ତଥା ଆଚରଣର ବିଷୟ ଅଟେ | ଧର୍ମ ବିଷୟରେ ଜାଣିନଥିଲେ ଧର୍ମ ଜାଣିଥିବା ବ୍ୟକ୍ତିଙ୍କ ଠାରୁ ଧର୍ମ ବିଷୟରେ ପଚାରି ବୁଝିବା ଜରୁରୀ | ଧର୍ମ ବିଷୟରେ କେହି ଯଦି ଆମକୁ ସଠିକ ମାର୍ଗରେ ନେବ ସେ କେବଳ ଜଣେ ଗୁରୁହିଁ ହୋଇପାରେ | ଅଧର୍ମକୁ ଧର୍ମ  କହି ପ୍ରଚାର କଲେ ସାମାଜ  ବିନାଶ ହେବା ସ୍ୱାଭାବିକ | ଧର୍ମଚାରି ମାନେ ଧର୍ମ  ଆଲୋଚନା ନକରି ରାଜନୀତି ଉପରେ ବେଶି ଆଲୋଚନା କରୁଛନ୍ତି l ଯଶପ୍ରାପ୍ତି, ଧନଇଚ୍ଛା, ଭୋଗଇଚ୍ଛା,ଧର୍ମ ଜ୍ଞାନର ଅଭାବ ଯୋଗୁଁ ଧର୍ମର ଅବକ୍ଷୟ ହେଉଛି l ବଡ ଲୋକଙ୍କ ଆଚରଣକୁ ଅନ୍ୟମାନେ ଅନୁକରଣ କରନ୍ତି, ତେଣୁ ବଡଲୋକ ମାନେ ଆଚରଣ ଓ ଉଚ୍ଚାରଣରେ ସମାନତା ରଖିବା କଥା l ଜୀବ ସହିତ ଧର୍ମର ଅଭିନ୍ନ ସମ୍ପର୍କ ରହିଛି l ଧର୍ମଚାର ଏକ ଭିନ୍ନ  ସବଦ l ଧର୍ମର ୧୦ଟି ଲକ୍ଷଣ l ଏହାକୁ ଠିକରେ ଆଚରିଲେ  ସମାଜର ମଙ୍ଗଳ ହେବ l ଧର୍ମଚାରୀ ମାନେ ଠିକରେ ଧର୍ମକୁ ନ ଆଚରିଲେ ଏପରି ଲୋକଙ୍କ ଦ୍ୱାରା ସାମାଜିକ ବିକାଶ ଅସମ୍ଭବ | ଆଜି ଧର୍ମ କଥା କହୁଥିବା ଲୋକଙ୍କ ମଧ୍ୟରୁ ୯୦ପ୍ରତିଶତ ଲୋକ ମିଥ୍ୟାଚାରୀ ବୋଲି ସ୍ଵାମୀଜୀ କହିଥିଲେ l ବୁଦ୍ଧି ବିବେକ ଉପଯୋଗ କରି ଧର୍ମ ଆଚରିଲେ ସାମାଜିକ ଅବକ୍ଷୟର ସମାଧାନ ହେବ l ଶିକ୍ଷାକୁ ବ୍ୟବସ୍ଥିତ କରିବା, ଧର୍ମ ଉପରେ ଜ୍ଞାନ ଆହରଣ କରିବା  ଓ  ଆତତାୟୀ ଙ୍କ ଉପରେ କଠୋରଦଣ୍ଡ ବ୍ୟବସ୍ତା ସହ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ କଲେ ସମାଜ ସୁଧୁରିବ ବୋଲି ମତ ଦେଇଥିଲେ l ସାମ୍ପ୍ରତିକ ସ୍ଥିତିରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ଉପରେ ସ୍ଵାମୀଜୀ ମତ ଦେଇ କହିଛନ୍ତି ଯେ, ସନାତନ ଧର୍ମରେ ଅହିଂସାକୁ ପ୍ରାଧାନ୍ୟ ଦିଆଯାଇଛି କିନ୍ତୁ ତଥାପି ଆତ୍ମରକ୍ଷା, ପରିବାର ଓ ରାଷ୍ଟ୍ରର ସୁରକ୍ଷା ପାଇଁ ତଥା ଦୁଷ୍ଟଙ୍କୁ ଦମନ ପାଇଁ ହିଂସା ମଧ୍ୟ ଆଚରଣୀୟ ବୋଲି କହିଥିଲେ l ଏବେ ସରକାର ରାଷ୍ଟ୍ରର ସୁରକ୍ଷା ପାଇଁ କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସ୍ଵାମୀଜୀ କହିଛନ୍ତି l
କାର୍ଯ୍ୟକ୍ରମକୁ ବିଚାର ସଦସ୍ୟ ଅଖିଳ ଚନ୍ଦ୍ର ହୋତା ସଂଯୋଜନା କରିଥିବା ବେଳେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରୋଫେସର ମଧୁସୂଦନ ପତି, ବିଚାର ଅନୁଷ୍ଠାନ ର ଚିତ୍ତରଞ୍ଜନ ଦାସ, ଧର୍ମେନ୍ଦ୍ର ନନ୍ଦ, ରତ୍ନମୟ ତ୍ରିପାଠୀଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   02-Sep-2026
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026

You Might Also Like