-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
17-Apr-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ଗୋପାଳପୁର ଗାଁ ର ଧର୍ମ ପରାୟଣ ମହିଳା ଜନକ ମିଶ୍ର ଙ୍କ ସୋନପୁର ତୁଳସୀ ନଗର ବାସ ଭବନ ଠାରେ ଠାରେ ପରଲୋକ ଘଟିଛି l ଶ୍ରୀମତୀ ମିଶ୍ର ଜଣେ ଶାନ୍ତ, ସରଳ, ମିଷ୍ଟ ଭାଷୀ, ଧର୍ମ ପରାୟଣ ମହିଳା ଓ ଜଣେ ପତି ବ୍ରତା ନାରୀ ଭାବେ ଗୋପାଳପୁର ଓ ତୁଳସୀ ନଗର ଅଞ୍ଚଳ ରେ ଖୁବ୍ ଜଣା ଶୁଣା ଥିବା ବେଳେ ଏ ଦୁଃଖଦ ଖବର ରେ ସମଗ୍ର ଅଞ୍ଚଳ ରେ ଶୋକ ଖେଳି ଯାଇଛି l ସୋନପୁର ଶ୍ରୀ ଗୋକୋନେଶ୍ଵର ଶ୍ମଶାନ ଘାଟ ରେ ସ୍ୱର୍ଗୀୟl ମିଶ୍ର ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା l ଉଭୟ ଅଞ୍ଚଳ ର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀମତୀ ମିଶ୍ର ଙ୍କୁ ଅନ୍ତିମ ଦର୍ଶନ କରି ଥିଲେ l ବଡ଼ପୁଅ ପୁଅ ବିରଞ୍ଚି ମିଶ୍ର ମୁଖାଗ୍ନୀ ଦେଇଥିବା ବେଳେ ପୁଅ ବିରେନ ମିଶ୍ର, ରବି ମିଶ୍ର, ଦାଶରଥି ମିଶ୍ର, ଦୁଇ ଝିଅ ଜ୍ବାଇଁ, ନାତି ନାତୁଣୀ ଉପସ୍ଥିତ ଥିଲେ।