-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
18-Jan-2021
ଖପ୍ରାଖୋଲ ( ଗୋରେଖନାଥ ବରିହା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ମାଟିଆଭଟା ଗ୍ରାମ ରେ ବିପଦ ପୂର୍ଣ୍ଣ ଟ୍ରାସଫର୍ମର ସ୍ଥାନାନ୍ତର କରିବା ପାଇଁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ମାଟିଆଭଟା ଗ୍ରାମ ର କଟା କୁ ଯିବା ରାସ୍ତାର ଡାହାଣ କଡ଼ ର ବସାଯାଇ ଥିବା ଟ୍ରାସଫର୍ମର ଟି ମଙ୍ଗନ ସେଠ ଙ୍କ ଘର କୁ ଅତି ନିକଟରେ ଥିବା ହେତୁ କେହି କେତେ ବେଳେତାର ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡିବେ ବିପଦ କୁ ଏଡ଼ାଇ ଦିଆଯାଇନପାରେ । ମଙ୍ଗନ ସେଠ ଙ୍କ କହୁବା ଅନୁସାରେ ତାଙ୍କ ଅଜାଣତରେ ଟ୍ରାନ୍ସଫର୍ମର ଟି ବସାଯାଇ ଅଛି । ବିପଦ ପୂର୍ଣ୍ଣ ଟ୍ରାସଫର୍ମର ଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ମଙ୍ଗନ ସେଠ ଦାବି କରିଛନ୍ତି ।