-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
17-Jan-2021
ସାଲେପୁର, (ଦୀପକ କୁମାର ଷଡଙ୍ଗୀ): କଟକ ଚାନ୍ଦବାଲି ସଡକର ସାଲେପୁର କଳାଗିନି ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଏକ ପିକଅପ ଭ୍ୟାନ l ଏହି ଗାଡ଼ିରେ ଥିବା ୨ଜଣ ଆହତ ହୋଇଛନ୍ତି l ରାସ୍ତା ଉପରୁ ଗାଡିଟି ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟି ପଡିଛି l. ଗାଡିଟି କଟକ ପଟୁ କେନ୍ଦ୍ରାପଡ଼ା ଆଡକୁ ଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା l
ଖବର ପାଇବାପରେ ସ୍ଥାନୀୟ ସାଲେପୁର ପୋଲିସ ଘଟଣାସ୍ଥଳୀରେ ପହଂଚି ଆହତ ମାନଙ୍କୁ ଉଦ୍ଧାରକରି ମେଡିକାଲକୁ ପଠାଇଛି l