-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
17-Jan-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ ଜଡ଼lମୁଣ୍ଡା ଖେଳ ପଡିଆରେ 30 ତମ ଫୁଟବଲ ମ୍ଯାଚ ଅନୁଷ୍ଠିତ ହୋଇଯାଇଛି l ଏହି 3 ଦିନିଆଁ ଖେଳରେ ସୁଜିଆ ଓ ତେନ୍ତୁଳୀଖୁଣ୍ଟି ମଧ୍ୟରେ ଫାଇନାଲ ମ୍ୟାଚରେ ସୁଜିଆ ଦଳ ବିଜୟୀ ହୋଇଥିବା ବେଳେ ତେନ୍ତୁଳୀଖୁଣ୍ଟି ଦଳ ରନର୍ସ ଅପ ଘୋଷିତ ହୋଇଥିଲା l ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭବରେ ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇ ବିଜୟୀ ଓ ରନର୍ସ ଅଫ ଦଳକୁ ପୁରଷ୍କୃତ କରିଥିଲେ l ସୁରଜ ସୁନା ବେଷ୍ଟ ଗୋଲକିପର ଭାବେ ମନୋନୀତ ହୋଇଥିବା ବେଳେ ଶ୍ରେଷ୍ଠ ଖେଳାଳୀ ଭାବେ ପରମେ ଭୋଇ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା l