-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

*ବୌଦ୍ଧ ଜିଲ୍ଲା ଗୋପପୁର କୁ ଭୀମ ଭୋଇଙ୍କ ଜନ୍ମସ୍ଥାନ ବୋଲି ପ୍ରମାଣିତ କଲେ ମହିମା ଧର୍ମ ବୀରେନ୍ଦ୍ର ବାବା* - ଆଲୋଚନା ରେ ଭାଗ ନେଲେ ପ୍ରଶାସନିକ ଅଧିକାରୀ

19-Mar-2025



(ମନୋରଞ୍ଜନ ତ୍ରିପାଠୀ )
ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ କେଳାକଟା ଗୋପପୁର ଠାରେ ବକଳଧାରୀ ସାଧୁ ବୀରେନ୍ଦ୍ର ବାବା ଓ ସାଧୁ କୁଳଧର ଦାସ, ଭକ୍ତ ବିରଞ୍ଚି ସାହୁ ଓ 20ରୁ ଅଧିକ ଶିଷ୍ୟଙ୍କ ସହିତ ଭୀମଭୋଇଙ୍କ ଜ୍ଞାନ ପୀଠ ବଳାସିଙ୍ଗା ମହୁଲ ମୂଳ ମହିମା ଆଶ୍ରମରୁ ପାଦରେ ଚାଲି ଚାଲି ଆଜି ସକାଳେ ବୌଦ୍ଧ ରୁ କେଳାକଟା ଗୋପପୁର ଆଗମନ କରି ସନ୍ଥ କବି ଭୀମ ଭୋଇଙ୍କ ମାମୁଁଘର ଠାରେ ଏକ ବ୍ରହ୍ମ ଯଜ୍ଞ ଆୟୋଜନ ସହିତ ବ୍ରହ୍ମ କଥା ଅବଧୂତ ବୀରେନ୍ଦ୍ର ବାବା, ଅବଧୂତ କୁଳଧର ବାବା,ସାଧୁ ନିରଞ୍ଜନ ଦାସ,ସନ୍ଥ କବିଙ୍କ ଜନ୍ମ ସ୍ଥାନକୁ ପ୍ରମାଣିତ କରି ଦୃଢ଼ତା ସହିତ ଉପସ୍ଥାପନା କରିଥିଲେ l ଆଲୋଚନାଚକ୍ର ମୁଖ୍ୟ ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠି,ମୁଖ୍ୟ ଆଲୋଚକ ଭାବେ ମହିମା ଧର୍ମ ଗବେଷକ ଛତିଶଗଡ ନିବାସୀ ଭକ୍ତ ତ୍ରିଲୋଚନ ପଟେଲ, ଅନ୍ୟତମ ଆଲୋଚକ ଭାବେ ମହିମା ଧର୍ମ ଗବେଷକ ସାଧୁ ବିଶୁଦ୍ଧlନନ୍ଦ ଦାସ, ପ୍ରାଧ୍ୟାପକ ବାସୁଦେବ ପାତ୍ର, ଚିରଞ୍ଜିବି ପ୍ରଧାନ, ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର ଯୋଗଦେଇ ତଥ୍ୟ ଭିତ୍ତିକ ପ୍ରମାଣିତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସଂସ୍କୃତି ଓ କଳା ପରିଷଦ ଓଡିଶାର ରାଜ୍ୟ ଅଧକ୍ଷ ଲଷ୍ମୀଧର ସାହୁ, ମାହେଶ୍ୱରୀ ଗୋଶାଳା ଉପଦେଷ୍ଟା ଶରତ ପ୍ରଧାନ,ଅଧକ୍ଷ ନିର୍ଗୁଣ ମହାକୁଡ଼, ସମ୍ପାଦକ କୃତ୍ତିବାସ ପଲିଆ ଯୋଗ ଦେଇ ଆସନ୍ତା ବୈଶାଖ ପୁର୍ଣିମାରେ ଭୀମଭୋଇଙ୍କ ଜନ୍ନ ଜୟନ୍ତୀ ପାଳନ ନିମନ୍ତେ କେଳାକଟା, ଗୋପପୁର ଗ୍ରାମ୍ୟ କମିଟିଙ୍କ ସହଯୋଗ କ୍ରମେ, ମହିମା ବିକାଶ ପରିଷଦ, ବଳାସିଙ୍ଗା, ସଂସ୍କୃତି ଓ କଳା ପରିଷଦ, ଓଡିଶା, ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧ ମିଳିତ ଆୟୋଜନରେ ପ୍ରସ୍ତାବ ଗୃହୀତ ହୋଇଥିଲା l ବୌଦ୍ଧ ଜିଲ୍ଲା ପ୍ରଶାସନ,ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଆର୍ଥିକ ସହାୟତାରେ ସନ୍ଥ କବିଙ୍କ ଜନ୍ମସ୍ଥାନର ଭିତ୍ତି ଭୂମି ବିକାଶ ସହିତ ଭୀମ ଭୋଇ ସ୍ମୁତି ସଂସଦ ଗୃହ ନିର୍ମାଣ, ଭୀମ ଭୋଇ ଗୋ ଅଭୟାରଣ୍ୟ ସ୍ଥାପନ, ପ୍ରତ୍ୟେକ ବର୍ଷ ରାଜ୍ୟ ସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଅର୍ଥ ଯୋଗାଇ ଦେବା ସହିତ ଭୀମ ଭୋଇଙ୍କ ଜନ୍ମ ସ୍ଥାନକୁ ସରକାରୀ ସ୍ତରରେ ମାନ୍ୟତା ଦେବା ସହିତ ଭୀମଭୋଇ ସାହିତ୍ୟ ସଂସ୍କୃତି କୁ ଜାଣିବା ପାଇଁ ଗବେଷଣାଗାର ସ୍ଥାପନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କେଳାକଟା ଓ ଗୋପପୁର ଗ୍ରାମବାସୀଙ୍କ ସମେତ ବାଞ୍ଛାନିଧି ପ୍ରଧାନ, ଜ୍ୟୋତିରଞ୍ଜନ ପ୍ରଧାନ, ଶେଷଦେବ ଗାଈଗୌରିଆ, ସଞ୍ଜୟ ପାତ୍ର, ପ୍ରତୀକ କୁମାର ପ୍ରଧାନ,ବିଦ୍ୟାବନ୍ଧୁ ପୁରୋହିତ,ଶୁମନ୍ତ ମେହେର, ଶୁରଥ ମେହେର, ଚିତ୍ତରଞ୍ଜନ ପ୍ରଧାନ, ଧରଣୀ ପ୍ରଧାନ, ନାରାୟଣ ନାଏକ, ଅଖିଳ ପ୍ରଧାନ, ଶୁଭେନ ପାତ୍ର, ଗୋବିନ୍ଦ ମେହେର, ବିଭୁତି ଭୂଷଣ ମହାକୁଡ଼, ଗୋବର୍ଦ୍ଦନ କର୍ଣ୍ଣ,ଗଡ଼ଜାତ ଲୋକ କଳା ପରିଷଦ ସମ୍ପାଦକ ଦେବାଶିଷ ମହାକୁଡ଼,ପ୍ରମୁଖ ଆୟୋଜନରେ ସହାୟତା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like