-+91-9937148622 |

prerana_bgr@rediffmail.com |

  Saturday 11th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି    (10-Jul-2026)       ||      ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ    (10-Jul-2026)       ||      ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   (10-Jul-2026)       ||      ସାମୂହିକ ଛୁଟିରେ ଯୋଗାଣ ସହାୟକ; ପ୍ରଶାସନକୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ   (10-Jul-2026)       ||      ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   (10-Jul-2026)       ||      ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   (10-Jul-2026)       ||      ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   (10-Jul-2026)       ||      *ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   (10-Jul-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (10-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ଭୁଏ ଙ୍କ ବିୟୋଗ   (10-Jul-2026)       ||      ତାଳଜୁରୀ ଗ୍ରାମରେ ବିଦ୍ୟୁତ ବିଭାଗ ର ଖାମଖିଆଲି କାମ, ଦୁର୍ଘଟଣା ର ଶିକାର ହେଉଛନ୍ତି ସାଧାରଣ ଜନତା    (10-Jul-2026)       ||      ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ   (09-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ   (09-Jul-2026)       ||      ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା   (09-Jul-2026)       ||      ୧୦ ଜୁଲାଇରୁ ସାମୁହିକ ଛୁଟିରେ ରହିବେ ଯୋଗାଣ ସହାୟକ .ନିଷ୍ଠା ଓ ପରିଶ୍ରମର ଫଳ ହେଲା ବିଫଳ .ଶୁଣିଲେନି ସରକାର . ଦାବି ଗୁଡ଼ିକର ହୋଇଛି ଅଣଦେଖା   (09-Jul-2026)       ||      ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   (09-Jul-2026)       ||      ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   (09-Jul-2026)       ||     

HOME   ଜିଲ୍ଲା

ବୌଦ୍ଧ: ମଥୁରା ପଂଚାୟତ କେଳାକଟା ଗୋପପୁର ଠାରେ ସନ୍ଥକବି ଭୀମ ଭୋଇଙ୍କ ଜନ୍ମସ୍ଥାନ ବୋଲି ପ୍ରମାନୀତ କଲେ ମହିମା ଧର୍ମ ସନ୍ଥ ବୀରେନ୍ଦ୍ର ବାବା l ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଲା

19-Mar-2025



ବୌଦ୍ଧ: ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ କେଳାକଟା ଗୋପପୁର ଠାରେ ବକଳଧାରୀ ସାଧୁ ବୀରେନ୍ଦ୍ର ବାବା ଓ ସାଧୁ କୁଳଧର ଦାସ, ଭକ୍ତ ବିରଞ୍ଚି ସାହୁ ଓ ୨୦ରୁ ଅଧିକ ଶିଷ୍ୟଙ୍କ ସହିତ ଭୀମଭୋଇଙ୍କ ଜ୍ଞାନ ପୀଠ ବଳାସିଙ୍ଗା ମହୁଲ ମୂଳ ମହିମା ଆଶ୍ରମରୁ ପାଦରେ ଚାଲି ଚାଲି ଆଜି ସକାଳେ ବୌଦ୍ଧ ରୁ କେଳାକଟା ଗୋପପୁର ଆଗମନ କରି ସନ୍ଥ କବି ଭୀମ ଭୋଇଙ୍କ ମାମୁଁଘର ଠାରେ ଏକ ବ୍ରହ୍ମ ଯଜ୍ଞ ଆୟୋଜନ ସହିତ ବ୍ରହ୍ମ କଥା ଅବଧୂତ ବୀରେନ୍ଦ୍ର ବାବା, ଅବଧୂତ କୁଳଧର ବାବା, ସାଧୁ ନିରଞ୍ଜନ ଦାସ,ସନ୍ଥ କବିଙ୍କ ଜନ୍ମ ସ୍ଥାନକୁ ପ୍ରମାନୀତ କରି ଦୃଢ଼ତା ସହିତ ଉପସ୍ଥାପନା କରିଥିଲେ l ଆଲୋଚନାଚକ୍ର

ମୁଖ୍ୟ ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସଂମ୍ମାନୀତ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠି,ମୁଖ୍ୟ ଆଲୋଚକ ଭାବେ ମହିମା ଧର୍ମ ଗବେଷକ ଛତିଶଗଡ ନିବାସୀ ଭକ୍ତ ତ୍ରିଲୋଚନ ପଟେଲ, ଅନ୍ୟତମ ଆଲୋଚକ ଭାବେ ମହିମା ଧର୍ମ ଗବେଷକ ସାଧୁ ବିଶୁଦ୍ଧlନନ୍ଦ ଦାସ, ପ୍ରାଧ୍ୟାପକ ବାସୁଦେବ ପାତ୍ର, ଚିରଞ୍ଜିବି ପ୍ରଧାନ, ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର ଯୋଗଦେଇ ତଥ୍ୟ ଭିତ୍ତିକ ପ୍ରମାନୀତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସଂସ୍କୃତି ଓ କଳା ପରିଷଦ ଓଡିଶାର ରାଜ୍ୟ ଅଧକ୍ଷ ଲଷ୍ମୀଧର ସାହୁ, ମାହେଶ୍ୱରୀ ଗୋଶାଳା ଉପଦେଷ୍ଟା ଶରତ ପ୍ରଧାନ,ଅଧକ୍ଷ ନିର୍ଗୁଣ ମହାକୁଡ଼, ସମ୍ପାଦକ କୃତ୍ତିବାସ ପଲିଆ ଯୋଗ ଦେଇ ଆସନ୍ତା ବୈଶାଖ ପୁର୍ଣିମାରେ ଭୀମଭୋଇଙ୍କ ଜନ୍ନ ଜୟନ୍ତୀ ପାଳନ ନିମନ୍ତେ କେଳାକଟା, ଗୋପପୁର ଗ୍ରାମ୍ୟ କମିଟିଙ୍କ ସହଯୋଗ କ୍ରମେ, ମହିମା ବିକାଶ ପରିଷଦ, ବଳାସିଙ୍ଗା, ସଂସ୍କୃତି ଓ କଳା ପରିଷଦ, ଓଡିଶା, ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧ ମିଳିତ ଆୟୋଜନରେ ପ୍ରସ୍ତାବ ଗୃହୀତ ହୋଇଥିଲା l ବୌଦ୍ଧ ଜିଲ୍ଲା ପ୍ରଶାସନ,ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଆର୍ଥିକ ସହାୟତାରେ ସନ୍ଥ କବିଙ୍କ ଜନ୍ମସ୍ଥାନର ଭିତିଭୂମି ବିକାଶ ସହିତ ଭୀମ ଭୋଇ ଶ୍ମୃତି ସଂସଦ ଗୃହ ନିର୍ମାଣ, ଭୀମ ଭୋଇ ଗୋ ଅଭୟାରଣ୍ୟ ସ୍ଥାପନ, ପ୍ରତ୍ୟେକ ବର୍ଷ ରାଜ୍ୟ ସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଅର୍ଥ ଯୋଗାଇ ଦେବା ସହିତ ଭୀମ ଭୋଇଙ୍କ ଜନ୍ମ ସ୍ଥାନକୁ ସରକାରୀ ସ୍ତରରେ ମାନ୍ୟତା ଦେବା ସହିତ ଭୀମଭୋଇ ସାହିତ୍ୟ ସଂସ୍କୃତି କୁ ଜାଣିବା ପାଇଁ ଗବେଷଣାଗାର ସ୍ଥାପନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କେଳାକଟା ଓ ଗୋପପୁର ଗ୍ରାମବାସୀଙ୍କ ସମେତ ବାଞ୍ଛାନିଧି ପ୍ରଧାନ, ଜ୍ୟୋତିରଞ୍ଜନ ପ୍ରଧାନ, ଶେଷଦେବ ଗାଈଗୌରିଆ, ସଞ୍ଜୟ ପାତ୍ର, ପ୍ରତୀକ କୁମାର ପ୍ରଧାନ, ବିଦ୍ୟାବନ୍ଧୁ ପୁରୋହିତ, ଶୁମନ୍ତ ମେହେର, ଶୁରଥ ମେହେର, ଚିତ୍ତରଞ୍ଜନ ପ୍ରଧାନ, ଧରଣୀ ପ୍ରଧାନ, ନାରାୟଣ ନାଏକ, ଅଖିଳ ପ୍ରଧାନ, ଶୁଭେନ ପାତ୍ର, ଗୋବିନ୍ଦ ମେହେର, ବିଭୁତି ଭୂଷଣ ମହାକୁଡ଼, ଗୋବର୍ଦ୍ଦନ କର୍ଣ୍ଣ,ଗଡ଼ଜାତ ଲୋକ କଳା ପରିଷଦ ସମ୍ପାଦକ ଦେବାଶିଷ ମହାକୁଡ଼,ପ୍ରମୁଖ ଆୟୋଜନରେ ସହାୟତା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି   10-Jul-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ   10-Jul-2026
  ଜିଲ୍ଲା  
ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   10-Jul-2026
  ରାଜ୍ୟ  
ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   10-Jul-2026
  ଜିଲ୍ଲା  
ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   10-Jul-2026
  ଜିଲ୍ଲା  
କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   10-Jul-2026
  ରାଜ୍ୟ  
ସାମୂହିକ ଛୁଟିରେ ଯୋଗାଣ ସହାୟକ; ପ୍ରଶାସନକୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ   10-Jul-2026
  ଜିଲ୍ଲା  
ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   10-Jul-2026
  ଜିଲ୍ଲା  
ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   10-Jul-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   10-Jul-2026
  ଜିଲ୍ଲା  
*ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   10-Jul-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   10-Jul-2026

You Might Also Like