-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
16-Jan-2021
ବୌଦ୍ଧ, (ପ୍ରେରଣା ଖବର) : ଠିକାସଂସ୍ଥା ଯୋଗୁଁ ଗଲା ଶ୍ରମିକ ଜୀବନ । ଏପରି ଏକ ଦୁଃଖଦ ଘଟନା ଘଟିଛି ବୌଦ୍ଧ ଜିଲ୍ଲାରେ l ବୌଦ୍ଧ ଜିଲ୍ଲା ନିର୍ମାଣାଧୀନ ସେତୁ ଉପରୁ ଖସି ଗଲା ଶ୍ରମିକ ଜୀବନ । ମୃତକ ଯୁବକ ହେଲେ ଝାଡଖଣ୍ଡର ଲାତିହାର ଜିଲ୍ଲା ର କେଡୁ ଗାଁର ମନୁ ଗଞ୍ଜୁ । ନିର୍ମାଣଧିନ ସେତୁ ଉପରେ କାମ କରୁଥିବା ବେଳେ କୌଣସି ସେଫଟି ଯାକେଟ , ଜୋତା ହେଲମେଟ ନଦେଇ ଠିକାସଂସ୍ଥା ପକ୍ଷରୁ ନଦେଇ ବେପରୁଆ ଭାବେ କାମରେ ନିୟୋଜିତ କରିଥିଲେ ଶ୍ରମିକଙ୍କୁ ।