-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ହାଇୱା ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଚାଲିଗଲା ଲୋକପ୍ରିୟ ପୂର୍ବତନ ସରପଞ୍ଚଙ୍କ ଜୀବନ;  ରଣକ୍ଷେତ୍ର ପାଲଟିଲା ପୁରା  ରାଜନଗର 

24-Feb-2025



ରାଜନଗର(ମାଧବ ସ୍ଵାଇଁ)  ଗତକାଲି ୨୩. ୦୨. ୨୦୨୫ ରବିବାର ସକାଳ ପ୍ରାୟ  ୧୧. ୨୦ମିନିଟ ସମୟରେ  ଷ୍ଟେଟ ବ୍ୟାଙ୍କ ଛକର ବାଇପାସ ଠୁ ମାତ୍ର ୫୦ମିଟର ଦୂରରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାହୁଁ ଚାହୁଁ ଲୋକାରଣ୍ୟ ହୋଇଥିଲା  ଷ୍ଟେଟ ବ୍ୟାଙ୍କ ଛକରୁ  ରାଜନଗର ବଜାର ପର୍ଯ୍ୟନ୍ତ !  ଦୁର୍ଘଟଣା ଟି ଏତେ ଭୟଙ୍କର ଥିଲା ଯେ  ଦୁର୍ବଳ ହୃଦୟର ବ୍ୟକ୍ତି ଦେଖିବା ସମ୍ଭବପର ହୋଇନଥିଲା  କାରଣ  ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ମୁଣ୍ଡର ଭେଜା  ସବୁ ବିଛାଡ଼ି ହୋଇ ଏଣେ ତେଣେ ପଡ଼ିଥିବା ବେଳେ କାଉ ମାନେ  ଝାମ୍ଫି ନେଉଥିବାର ଦୃଶ୍ୟ  ବହୁତ ହୃଦୟ ବିଦାରକ ଥିଲା ! ଆଉ ରୁଣ୍ଡ ହୋଇଥିବା ଲୋକଙ୍କ  ମୁହଁ ରେ ଥିଲା  ଗୋଟିଏ ନାମ  ମାଗା ନାୟକ !

କିଏ ଏହି ମାଗା ନାୟକ  କିପରି ହେଲା ଏହି ଦୁର୍ଘଟଣା  ! ମାଗା ନାୟକ ଓରଫ(ରବିନ୍ଦ୍ର) ଜଣେ ପୁରାତନ ଜନପ୍ରିୟ  କଂଗ୍ରେସ ନେତା ଥିଲେ ତାଙ୍କର କ୍ଷମତା ଥିବା ସମୟରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିବାରେ ସିଦ୍ଧହସ୍ତ ଥିଲେ  ରବିନ୍ଦ୍ର ନାୟକ  ଓରଫ ମାଗା ନାୟକ  !  ତାଙ୍କର  ଏହି ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ଖବର ଜାଣିବାରେ  ଯେପରି ସ୍ତବ୍ଧ ହୋଇଯାଇଛି ପୁରା ରାଜନଗର  ! ସ୍ଥାନୀୟ ଯୁବକ ଯୁବତୀଙ୍କ ବିକଳ ଚିତ୍କାର ଯେପରି  ମାଗା ନାୟକଙ୍କ ପ୍ରତି ଭଲ ପାଇବା ତାହା ବାରି ହୋଇ ପଡୁଥିଲା  !  ମାଗା ନାୟକ ଗତକାଲି ବ୍ୟକ୍ତିଗତ କାମରେ  ମହିଷାସୁରରୁ ରାଜନଗରକୁ  ନିଜ ବାଇକ ଯୋଗେ ଆସୁଥିବା ସମୟରେ  ସକାଳ ପ୍ରାୟ  ୧୧. ୨୦ମିନିଟ ସମୟରେ  ଷ୍ଟେଟ ବ୍ୟାଙ୍କ ଛକର ବାଇପାସ ଠୁ ମାତ୍ର ୫୦ମିଟର ଦୂରରେ ଚନ୍ଦ୍ରମଉଳି  ନାମକ ଏକ ହାଇୱା ଯାହାର ଗାଡି ନମ୍ବର  ଓଡି ୨୧ଜି ୦୨୨୬ ତାଙ୍କୁ ପଛ ପଟରୁ ଧକ୍କା ଦେଇ ତାଙ୍କ ଛାତି ଉପରୁ ମୁଣ୍ଡ ପର୍ଯ୍ୟନ୍ତ  ଚଢିଯାଇଥିଲା ସେହିଠାରେ ହିଁ ଆଖି ବୁଜି ଦେଇଥିଲେ ଲୋକପ୍ରିୟ ଜଣନେତା  ତଥା ପୂର୍ବତନ ସରପଞ୍ଚ  ରବିନ୍ଦ୍ର ନାୟକ ଓରଫ ( ମାଗା ) ଘଟଣା ସ୍ଥଳରୁ ଅତି ଚତୁରତା ସହ ଖସି ପଳାଇଥିଲା  ହାଇୱା ଚାଳକ ଜଣଙ୍କ  ! ଚାହୁଁ ଚାହୁଁ ଲୋକାରଣ୍ୟ ହୋଇଥିଲା ଦୁର୍ଘଟଣା ସ୍ଥଳ ନିଜର ପ୍ରିୟ ଲୋକଟାର ଏହିଭଳି  ମୃତ୍ୟୁ ଦେଖି ନିଜର ଲୁହ ଆଉ କୋହଙ୍କୁ ଅଟକାଇ ପାରିନଥିଲେ  ନିଜ ପରିବାର ଲୋକଙ୍କ ସହ ସ୍ଥାନୀୟ ଜନ ସାଧାରଣ ଲୋକେ କହୁଥିଲେ  ମାଗା  ନାୟକ ପରି ଲୋକ ଆଉ ମିଳିବେନି   ସିଏ ଆମର ଦୁଃଖ ସୁଖରେ ଛିଡା ହୋଇ ଭଲ ମନ୍ଦ ନିଜ ବାପା ପରି ବୁଝୁଥିଲେ  ତାଙ୍କର  ଏହି

ମୃତ୍ୟୁକୁ ଅତି ସହଜରେ ଗ୍ରହଣ କରିପାରୁନାହାନ୍ତି  ରାଜନଗରବାସୀ ! ଏହି ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କ ସହ ଚନ୍ଦ୍ରମଉଳି ହାଇୱା ଗାଡିର ମାଲିକଙ୍କୁ ଗିରଫ କରିବା ଦାବିରେ ଲୋକେ ରାଜନଗର ହଂସୁଆ ସେତୁ ଉପରେ  ବାଉଁଶ ବାନ୍ଧି  ଯାତାୟତକୁ ପୁରା ବନ୍ଦ କରି ଧାରଣରେ ବସିଥିଲେ  ! କିଛି ଘଂଟାରେ  ଧାରଣା  ପରେ  ଚନ୍ଦ୍ରମଉଳି  ହାଇୱା ମାଲିକ ମୃତ୍ୟୁବରଣ କରିଥିବା  ମାଗା ନାୟକଙ୍କ ପରିବାରକୁ ଭେଟି ଆଲୋଚନା ମାଧ୍ୟମରେ ସମାଧାନ କରି ସାରିବାପରେ ଲୋକେ ରାଜନଗର ହଂସୁଆ ସେତୁ ଉପରେ ଦେଇଥିବା ଧାରଣାରୁ ଓହରି ଥିଲେ  !


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like