-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
21-Feb-2025
ତୁଷୁର (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଲକର ନୂତନ ବିଇଓ ଭାବେ ଶୁକ୍ରବାର ନମିତା ରାଣୀ ଭୋଇ ଯୋଗଦାନ କରିଛନ୍ତି। ତାଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫର ଏବିଇଓ ରମେଶ ଚନ୍ଦ୍ର ସାମର୍ଥ, ସୁରେନ୍ଦ୍ର ସୁନା ଓ ବିପିନ ବାଗ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ । ଶ୍ରୀମତୀ ଭୋଇ ପୂର୍ବରୁ ଲାଞ୍ଜିଗଡ ବିଇଓ ଭାବେ କାର୍ଯ୍ୟ କରିଥିବା ବେଳେ ଗୁଡଭେଲା ବ୍ଲକର ବିଇଓ ରୁଷିଆ ମେହେର ଲାଞ୍ଜିଗଡକୁ ବଦଳି ହୋଇଛି।