-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Jan-2021
ବଲାଙ୍ଗୀର,- ବଲାଙ୍ଗିର ରାଜେନ୍ଦ୍ର ପାର୍କ ଅଂଚଳରେ ଥିବା ବସଷ୍ଟେଣ୍ଡରୁ ପାଟଣା ହୋଟେଲ ଛକ ଅଂଚଳରେ ପରିଶ୍ରାଗାର ନ ଥିବାରୁ ଅଂଚଳବାସୀ ବିଶେଷ କରି ମହିଳାମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଅଂଚଳରେ ମ୍ୟୁନିସିପାଲିଟି ତରଫରୁ ଏକ ଘଣ୍ଟାଘର କରାଯାଉଥିବାରୁ ଜିଲ୍ଲାପାଳଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇବା ସହିତ ବହୁ ଦିନରୁ ପରିଶ୍ରାଗାର ପାଇଁ ଦାବି ହୋଇ ଆସୁଥିବା ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ହନୁମାନ ଘାଟ ବଲାଙ୍ଗିରର ଗୋପଭୂଷଣ ନାଥ, ବାଦଲ ମହାକୁର, ମନୋରଂଜନ ପୁରୋହିତ ଓ ପ୍ରଦୀପ କୁମାର ଗୁରୁ ସାକ୍ଷାତ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇ ଅନୁରୋଧ କରିଥିଲେ ।