-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||     

HOME   ଜିଲ୍ଲା

*ଯେଉଁଠି ଜିଲ୍ଲା ଉନ୍ନୟନ ବିଭାଗ କରିବ ଦୁର୍ନୀତି*- *ସେ ଜିଲ୍ଲା ର ହେବ ଉନ୍ନତୀ କେମିତି*- *ବାବୁଙ୍କ ନାଲିବତୀ ଗାଡ଼ି ପ୍ରୀତି*

21-Jan-2025



ସୁବର୍ଣ୍ଣପୁର:-(ମନୋରଞ୍ଜନ ତ୍ରିପାଠୀ )
- *ଜିଲ୍ଲା ଉନ୍ନୟନ କିପରି ହୋଇବ ସ୍ୱାର୍ଥେ ଥାଏ ଯଦି ମନ"  ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ* ଠିକ୍ ସେହିପରି ଏବେ ସୁବର୍ଣ୍ଣପୁର  ସହରରେ ଜଣେ ସରକାରୀ ବାବୁ ସାହେବ୍ ଙ୍କ ନାଲିବତୀ ଗାଡ଼ି ପ୍ରେମ ଦାଣ୍ଡରେ ପଡି ହାଟରେ ଗଡୁଛି। ଜିଲ୍ଲା ମହୋତ୍ସବ ଦିନ ଠାରୁ ଆଜି ଯାଏ ଚା ପାନ ଦୋକାନ ସବୁଠି ଚର୍ଚ୍ଚା  ପାୱାର ଫୁଲ୍ ବାବୁ ସାହେବ୍ ଙ୍କ  ,  ଯିଏ କି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପିଡି ଡିଆରଡିଏ ଅଶ୍ଵିନୀ କୁମାର ମେହେର ଘରୋଇ ନମ୍ବର ଥିବା ଏକ ଚାରିଚକିଆ ଗାଡ଼ି ମାହିନ୍ଦ୍ରା ଏକ୍ସୟୁଭି ୭୦୦ ଯାହାର ନମ୍ବର ଓଡି୦୩ଏଡି ୪୮୧୬ ବ୍ୟବହାର କରୁଛନ୍ତି ଏବଂ ସେଥିରେ ଲାଗିଛି ନାଲିବତୀ । ଦୀର୍ଘ ମାସ ହେଲା ସହର ତଥା ଜିଲ୍ଲା ସାରା ବୁଲୁଛି ସାଇଁ ସାଇଁ ବାଜୁଛି ପେଇଁ ପେଇଁ, ଏ ସବୁ କୁ କିନ୍ତୁ ନାଁ ବୁଦ୍ଧିଜୀବି ନା ....କାହାରି ଆଦୌ ନଜର ନାଇଁ l ସେ ଗନ୍ଧ ବି ବାରି ହୋଇ ପଡ଼ିଥିଲା ଉତ୍ସବ ଦି ଦିନ ପରେ ଯେ ପାଟି ଚୁପ୍  କାହିଁ  ପାଇଁ l ନିୟମା ଅନୁଯାୟୀ ସରକାରୀ ଅଧିକାରୀ ମାନଙ୍କୁ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ବ୍ୟବସାୟିକ ନମ୍ବର ଥିବା ଗାଡ଼ି ଉପଲବ୍ଧ କରାଯାଇଥାଏ କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାରେ ଏହାର ପୁରା ବ୍ୟତିକ୍ରମ ଦେଖାଯାଇଛି। ଏହି ଘଟଣା ସହର , ଅଫିସର ମହଲ ତଥା ଜିଲ୍ଲା ବାସୀ ଙ୍କୁ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟ କରିଛି l ସୁବର୍ଣ୍ଣ ଉତ୍ସବ ବେଳେ ଲୋକେ ଗାଡ଼ିକୁ ଦେଖି ବିରୋଧ କରୁଥିଲେ ହେଁ ବାବୁଙ୍କ ବାବୁଗିରୀ ଭୟରେ କିଛି କହିପାରୁ ନ ଥିଲେ l  ଏନେଇ ଜିଲ୍ଲା ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କୁ ଯୋଗାଯୋଗ କରାଯିବାରୁ ଏ ଘଟଣା ଆଜି ମୋର ନଜରକୁ ଆସିବାରୁ ମୁଁ ତାଙ୍କ ସହ ଯୋଗାଯୋଗ କରିଛି l ଆଇନ୍ ସମସ୍ତ ଙ୍କ ପାଇଁ ସମାନ l ଆମେ  ଫାଇନ୍ କାଟିବୁ  l ଓ ପ୍ରକୃତ ଗାଡ଼ିର ମାଲିକ ଆଜି ବଲାଙ୍ଗୀର ଆରଟିଓ ଙ୍କୁ ଟେକ୍ସି ନମ୍ବର ପାଇଁ ଆବେଦନ କରିସାରିଲେଣି ଏଣୁ ଆଗାମୀ ଦିନେ ଦୁଇଦିନ ରେ ଟେକ୍ସି ନମ୍ବର ହୋଇଯିବ ବୋଲି  ଶ୍ରୀ ମେହେର ମୋତେ ପ୍ରକାଶ କରିଥିବା କଥା ଆର୍ ଟି ଓ କହିଛନ୍ତି l  ଠିକ୍ ଅଛି ତଦନ୍ତ ହେବ l ତେବେ କଥା ହେଉଛି ଯେବେ ସରକାରୀ କାର୍ଯ୍ୟ ରେ ଗାଡ଼ି ବ୍ୟବହାର ପାଇଁ ଟେଣ୍ଡର ଆହ୍ବାନ ର ନିୟମ ଥିଲେ ହେଁ ଏ ଦିଗକୁ ମୋଟେ ଧ୍ୟାନ ନଦେଇ ସିଡିଓ ସାର ନିଜ ଆତ୍ମୀୟ ସ୍ୱଜନ ଙ୍କ ନାମରେ ଥିବା ଏକ ପରସନାଲ ନମ୍ବର  ଗାଡ଼ିକୁ ବ୍ୟବହାର ପାଇଁ କିପରି ଚାହିଁଲେ କାହା ବଳ ରେ ସାହସ କଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଯେଉଁ ଜିଲ୍ଲା ର ବଡ ବଡ଼ ଅଧିକାରି ମାନେ ସରକାରି ନିୟମ ଉଲଙ୍ଘନ କରୁଥିବା ଲୋକ ଙ୍କ ଠାରୁ ଫାଇନ ଆଦାୟ କରି ଜିଲ୍ଲା ତଥା ରାଜ୍ୟର ରାଜସ୍ବ ବଢ଼ାଇବା କାମରେ ନିଯୁକ୍ତ , ଖୋଦ୍ ସେଇ ବାବୁ ମାନଂକ ନିୟମ ଉଲଙ୍ଘନ ଅଭିଯୋଗ କାର୍ଯ୍ଯ କଣ ଯୁକ୍ତି ଯୁକ୍ତ l ଏ ଜିଲ୍ଲା ପାଇଁ ତୁ ସାହା ଭରଷା ପ୍ରଭୂ ଜଗନ୍ନାଥ l ଏଣୁ ଏ ଦିଗରେ ଜିଲ୍ଲାପାଳ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜନ ସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like