-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ଜିଲ୍ଲା

ସହଯୋଗ ଫାଉଣ୍ଡେସନ୍‌ ଦ୍ୱାରା ଜିଲ୍ଲା ଜେଲ୍‌ ବଲାଙ୍ଗୀରରେ ୩ ଦିନିଆ ଯୋଗ ଏବଂ ଧ୍ୟାନ ଶିବିର

13-Dec-2024



ମାନସିକ ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ପରିବର୍ତ୍ତନକୁ ଉନ୍ନତ କରିବା ପାଇଁ ଏକ ଅପୂର୍ବ ପ୍ରୟାସରେ ବଲାଙ୍ଗୀରର ଆଗଣୁଆ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍‌ ୧୧ ଡିସେମ୍ବର ୨୦୨୪ ଠାରୁ ୧୩ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜିଲ୍ଲା ଜେଲ୍‌ ବଲାଙ୍ଗୀରରେ ୩ ଦିନିଆ ଯୋଗ ଏବଂ ଧ୍ୟାନ ଶିବିରର ଆୟୋଜନ କରିଥିଲା।  ଏହି ଶିବିରକୁ ଅନୁଭବୀ ଯୋଗ ଗୁରୁ ଶୁଜାତା ଦିଶ୍ରି ଏବଂ ଯୋଗ ପ୍ରଶିକ୍ଷକା ମିସ୍‌ ସୁଶୋଭିତା ଗୁରୁ ଦ୍ୱାରା ନେତ୍ରୃତ୍ୱ ପ୍ରଦାନ କରାଯାଇଥିଲା, ଯେଉଁଠାରେ ସେମାନେ ଜେଲ୍‌ ଅନ୍ତେବାସୀ  ମାନଙ୍କୁ ଆନ୍ତରିକ ଶାନ୍ତି, ଶାରୀରିକ ସ୍ୱାସ୍ଥ୍ୟ ଏବଂ ଭାବନାତ୍ମକ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ  ମାଧ୍ୟମରେ ଦିଗନିର୍ଦ୍ଦେଶନା କରିଥିଲେ। ଜେଲର ଶ୍ରୀ ସର୍ବେଶ୍ୱର ସାହୁ ଙ୍କ 

ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ସଫଳ ଭାବରେ ସମ୍ପନ୍ନ ହୋଇଥିଲା ଏବଂ  ଯାହା ଜେଲ୍‌ ଅନ୍ତେବାସୀ ଙ୍କ  ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥିଲା  

ଯୋଗ ଏବଂ ଧ୍ୟାନ ଗୋଟିଏ ପ୍ରଭାବଶାଳୀ ଉପାୟ ଯାହା ଶାରୀରିକ ସ୍ୱାସ୍ଥ୍ୟକୁ ଉନ୍ନତ କରିବାର ସହିତ ଜେଲ୍‌ ଅନ୍ତେବାସୀ ମାନଙ୍କୁ  ମାନସିକ ଶାନ୍ତି ପ୍ରବନ୍ଧନ କରିବାରେ, ଆତ୍ମ-ଶିଷ୍ଠାର ଉନ୍ନତି କରିବାରେ ଏବଂ ସଂସ୍କାର ଯାତ୍ରାରେ ଆଶା ଆଣିବାରେ ସାହାଯ୍ୟ କରେ। ଏହି ପଦକ୍ଷେପ ଜେଲ୍‌ ଅନ୍ତେବାସୀ ଙ୍କୁ ମନ ଶାନ୍ତ କରିବା, ଆତ୍ମଚେତନାକୁ ବୃଦ୍ଧି କରିବା ଏବଂ ଜେଲ୍‌ ପରେ ଏକ ଭଲ ଜୀବନ ପାଇଁ ତିଆରି କରିବାର ତନ୍ତ୍ର ସିଖାଇଲା।  

ଏହି କାର୍ଯ୍ୟକ୍ରମର ସଫଳତା ଅନେକ ବ୍ୟକ୍ତିଙ୍କ ଅହର୍ନିଶ ସମର୍ପଣ ଦ୍ୱାରା ସମ୍ଭବ ହୋଇଥିଲା ଯେଉଁମାନେ ହେଲେ ଶ୍ରୀ ପଞ୍ଚାନନ ଭୋଇ, ବିଜୟ ବେହେରା, ସସ୍ମିତା ମେହେର, ସୁଦୀପ୍ତା ତ୍ରିପାଠୀ, ପବନ ଅଗ୍ରୱାଲ, ସନ୍ତୋଷ ଲାଲ, ନୀଳମ ଅଗ୍ରୱାଲ, ରାମ ଅବତାର ଅଗ୍ରୱାଲ, ସୁନୀତା ଅଗ୍ରୱାଲ, ସୁଶାନ୍ତ ପାତ୍ର ଏବଂ ମହାବୀର ମିଶ୍ର। ସେମାନଙ୍କ ନିଷ୍ଠା ଏବଂ ସହଯୋଗ ଏହି ଶିବିରକୁ ପ୍ରଭାବଶାଳୀ ଭାବରେ ସଫଳ କରିଥିଲା।  ଏହି ଅବସରରେ, ସହଯୋଗ ଫାଉଣ୍ଡେସନ୍‌ର  ସମ୍ପାଦିକା ପିଙ୍କି

ମୋଦୀ କହିଲେ ଏହା ଦ୍ୱିତୀୟ ବର୍ଷ ଯେଉଁଠାରେ ଆମେ ଜେଲ୍‌ ଅନ୍ତେବାସୀଙ୍କ  ପାଇଁ ୩ ଦିନିଆ ଯୋଗ ଏବଂ ଧ୍ୟାନ ଶିବିର ଆୟୋଜନ କରିଛୁ। ଏପରି କାର୍ଯ୍ୟକ୍ରମ ଗୋଟିଏ ପୁନଃସଂସ୍କାର ମୂଳକ ପରିବେଶ ସୃଷ୍ଟି କରିବାରେ ଏକ ପଦକ୍ଷେପ, ଯେଉଁ ଠାରେ ଜେଲ୍‌ ଅନ୍ତେବାସୀ ମାନେ  ଆତ୍ମନିର୍ବଳନ କରିବା, ଉନ୍ନତି କରିବା ଏବଂ ଏକ ସକାରାତ୍ମକ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସମର୍ଥ ହୋଇଥାନ୍ତି। ଭବିଷ୍ୟତରେ ଆମେ  ଜୀବନ ଶୈଳୀ' ଏବଂ 'ଭଲ ମାନବ ହେବାର ପ୍ରଶିକ୍ଷଣ' ପରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା କରୁଛୁ।”  

ଜେଲ୍‌ରେ କାର୍ଯ୍ୟକ୍ରମ ସହିତ ସହଯୋଗ ଫାଉଣ୍ଡେସନ୍‌ ଏହାର ବାର୍ଷିକ କମ୍ବଳ ବଣ୍ଟନ ଅଭିଯାନ ମଧ୍ୟ ଆରମ୍ଭ କରିଛି, ଯାହା ଗରିବମାନଙ୍କୁ ଶୀତ ରୋକିବାରେ ସାହାଯ୍ୟ କରିବ।  ଡ଼ିସେମ୍ବର ୧ ରୁ କମ୍ବଳ ବଣ୍ଟନ ଚାଲୁ ହୋଇଛି ଏବଂ ୧୫ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଶ୍ରୀମତୀ ମୋଦି ସୂଚନା ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like