-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
06-Dec-2024
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ଆଦିବାସୀ ଭବନ ଠାରେ ଲୋଇସିଂହା ଜମିଦାର ଜୟକୃଷ୍ଣ ସିଂ ରାଏ ଙ୍କ ଶୋକସଭା ଲୋଇସିଂହା ଆଦିବାସୀ ଭବନ ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗଣ୍ଡ ମହାସଭା ବ୍ଲକ ଆୟୋଜନ ସମିତି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦ୍ୱାରା ପାଳନ କରାଗଲା କ୍ଳ ଏହି ଶୋକସଭା କାର୍ଯ୍ୟକ୍ରମ ରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ଶ୍ରୀ ଶ୍ୟାମସୁନ୍ଦର ଭୋଇ, ବ୍ଲକ ସଭାପତି ଶ୍ରୀ ଦଶରଥ ଛତ୍ରିଆ, ଗୋପାଳ ପଧାନ, ଗୋବର୍ଧନ ଧରୁଆ, ରୁକ୍ମଣ ଧାରୁଆ, ଲଳିତମୋହନ ପୁଟା, ଫକୀର ପଧାନ, ସୁରେଶ ଭୋଇ, ରାଜେଶ ଭୋଇ, ଗୋବିନ୍ଦ ଭୋଇ, ଧ୍ୟାନଚାନ୍ଦ ନେଗୀ, ବିସିକେଶନ ବାଗ ପ୍ରମୁଖ ଉପସ୍ଥିତ ଥିଲେ l