-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||     

HOME   ଜିଲ୍ଲା

ଏନ ଡି ୟୁ ଜେ ର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଚୟନ

06-Dec-2024



ବୋଡ଼େନ: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଡାକ ବଙ୍ଗଳା ଠାରେ  ନୂଆପଡା ଡିଷ୍ଟ୍ରିକ ୟୁନିଅନ ଅଫ ଜର୍ଣାଲିଷ୍ଠ ଆସୋସିଏସନ (ଏନ ଡି ୟୁ ଜେ)ର ଏକ ସାଧାରଣ ବୈଠକ ଓ ନୂତନ  କର୍ମକର୍ତା ଚୟନ ହୋଇ ଯାଇଛି । ଅନୁଷ୍ଠାନ ର ସଭାପତି ସୁଶାନ୍ତ କର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓ ୟୁ ଜେ ରାଜ୍ୟ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର ମୁଖ୍ୟ ଅତିଥି,ଓ ୟୁ ଜେ ବଲାଙ୍ଗିର ଶାଖା ସଭାପତି ବଦ୍ରି ନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ନୂଆପଡା ଜିଲା ପର୍ଯ୍ୟବେକ୍ଷକ ଭାବରେ ଋଜୁରାଜ ସିଂ ବେଓ ବୈଠକରେ ଯୋଗଦେଇ ସଂଗଠନ ର ଉନ୍ନତତର କାମନା କରି ସଂଗଠନ କେମିତି ମଜବୁତ ହୋଇ

ଜିଲ୍ଲାର ଲୁକାଇତ ସମସ୍ୟାଲୁ ଲୋକ ଲୋଚନ କୁ ଆଣିବା ସହ ଜିଲ୍ଲା ପ୍ରଶାସନ ପାଖରେ ଉପସ୍ଥାପନ କରିବ ସେହି ଉପରେ ଆଲୋକପାତ କରିଥିଲେ । ଏହି କ୍ରମରେ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତା ଚୟନ କରାଯାଇଥିଲା । ଶୂଭ୍ରାଂସୁ ନାଏକ ଜିଲ୍ଲା ସଭାପତି ଭାବରେ ମନୋନିତ ହୋଇ ଥ‌ିବା ବେଳେ ସାଧାରଣ ସମ୍ପାଦକ ମକାରୁ ବେମାଲ, ଉପସଭାପତି ମୃତ୍ୟୁଞ୍ଜୟ ପଣ୍ଡା,ସହସମ୍ପାଦକ ଭାଗ୍ୟବାନ ମାଝି , କୋଷାଧ୍ୟକ୍ଷ ଭାବରେ ସତ୍ୟବ୍ରତ ଶଡଙ୍ଗିଙ୍କୁ ଓ ଟ୍ରିବୁନାଲ ଚ୍ୟାରମେନ ଭାବରେ ବିଶିକେଶନ ପଣ୍ଡାଙ୍କୁ  ମନୋନିତ କରା ଯାଇଛି । ସେହିପରି ବ୍ଳକ ସଭାପତି ଭାବରେ ପ୍ରତି ବ୍ଲକରୁ ମନୋନିତ କରାଯାଇଛି । ସିନାପାଲି ବ୍ଲକ ସଭାପତି ରମେଶ ଜଗତ,ଖଡିଆଳ ମାଇକେଲ ନନ୍ଦ,କୋମନା ରଞ୍ଜିତ ପଣ୍ଡା,ନୂଆପଡା ଦେବଦାସ ପାଢୀ ଓ ଓ ବୋଡେନ ବ୍ଲକ ସଭାପତି ଭାବରେ ଗଣେଷ ଚନ୍ଦ୍ର ବାଗଙ୍କୁ ମନୋନିତ କରାଯାଇଛି । ରାଜ୍ୟ ଗୁରୁତ୍ବ ପୂର୍ଣ ଦାୟୀତ୍‌ ସୁଶାନ୍ତ କରଙ୍କୁ ଦିଆ ଯାଇଥିବାବେଳେ ସୁଗଳ କିଶୋର ମହାନନ୍ଦଙ୍କୁ ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବରେ ଦାୟୀତ୍ବ ଦିଆ ଯାଇଛି । ନୂତନ ଭାବରେ ଦାୟୀତ୍ଵ ନେଇଥିବା ଏନ ଡି ୟୁ ଜେ ଜିଲ୍ଲା ସଭାପତି ଶ୍ରୀ ନାଏକ ଆଗାମୀ ଦିନରେ ସଂଘ ମାଧ୍ୟମରେ ଜିଲ୍ଲା ର ବିକାଶ ସହ ଗରିବ,ଅସହାୟ ମାନଙ୍କ ଶାଣିତ ସ୍ବର କୁ ଜିଲ୍ଲା ପ୍ରଶାସନ ପାଖରେ ପହଂଚାଇ ସେମାନଙ୍କ ସମସ୍ୟା ଦୂର କରି ହେବ ସେ ନେଇ ସଂଘ ସଂକଳ୍ପ ବଦ୍ଧ ବୋଲି ମତ ପ୍ରକାଶ କରିଥିଲେ, ରାମନାଥ ପଣ୍ଡା,ନୀଳମଣି ପଣ୍ଡା,ରମାକାନ୍ତ ବନନ୍ଦୋର, ବିକାଶ ଖର୍ସେଲ , ହରେରାମ କରୁଆ, ଉପେନ୍ଦ୍ର ମଟାରୀ, ଉପେନ୍ଦ୍ର ବାଗ ଦିନେସ ଛତ୍ରିଆ,ମନୋଜ ଖମାରୀ,ଦୋଲେଶ୍ୱର୍ ବାଗ,ପ୍ରକାଶ ସାଗର,ଗାୟାରାମ ମେହେର, ହିତେଶ ବାଗ,ଚିନ୍ତାମଣି ନେତାମ, ବିକାଶ ଖର୍ସେଲ,ଯୁଧିଷ୍ଟିର ଦୀପ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   09-Oct-2026
  ଜିଲ୍ଲା  
ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   09-Oct-2026
  ଜିଲ୍ଲା  
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   09-Oct-2026
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026

You Might Also Like