-+91-9937148622 |

prerana_bgr@rediffmail.com |

  Tuesday 24th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (24-Mar-2026)       ||      ଆଶା ନର୍ସିଂହୋମରେ ରୋଗୀମୃତ୍ୟୁ ମାମଲା♦️ ଓଭରଡୋଜ୍ ନିଶ୍ଚେତକରେ ପ୍ରାଣହାନୀ ? ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍ ଚିକିତ୍ସା   (24-Mar-2026)       ||      ପ୍ରବେଶ ଉତ୍ସବ "ଜ୍ଞାନ, ସଂସ୍କାର ଓ ସ୍ୱପ୍ନର ପ୍ରଥମ ଦିନ" - ଡ. ହେମନ୍ତ କୁମାର ଦାଶ   (24-Mar-2026)       ||      ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି.   (24-Mar-2026)       ||      *ଡାବୁଗାଁ ରେ ଶୁଭାରମ୍ଭ ହେଲା ନବଦିନ ବ୍ୟାପୀ ମାଁ ଠାକୁରାଣୀ ଙ୍କ କଳସ ଯାତ୍ରା*   (24-Mar-2026)       ||      ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି   (23-Mar-2026)       ||      ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି।   (23-Mar-2026)       ||      ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (23-Mar-2026)       ||      ଉତ୍କଳ କଲେଜ ଅଫ୍ ନର୍ସିଂ ପରିସରରେ ଭୁବନେଶ୍ୱରର ନିଯୁକ୍ତିକାରୀ ସଂସ୍ଥା ସୁଯତ୍ନ ହେଲଥ କେୟାର ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା   (23-Mar-2026)       ||      ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲ ରୌପ୍ୟ ଜୟନ୍ତୀରେ ଡା.ଧୀରେନ୍ଦ୍ର ମୁଣ୍ଡଙ୍କ ଜନ୍ମ ଜୟନ୍ତୀ ପାଳିତ   (23-Mar-2026)       ||      *ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍*- *ହାରିଲେ, କିନ୍ତୁ ଶେଷ ବଲ ଯାଏ ସଂଘର୍ଷ କଲେ ଓ ଖେଳ ର ଖୁବ୍ ମଜା ନେଲେ ପ୍ରେସ ଦଳ*-   (23-Mar-2026)       ||      ସରକାରଙ୍କ ଘୁଟକା ବନ୍ଦ ପ୍ରହସନ: ସବୁ ଦୋକାନରେ ଅଧିକ ମୂଲ୍ୟରେ ହେଉଛି ବିକ୍ରି   (23-Mar-2026)       ||      ବାଉଁଶୁଣୀରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୧୩୧ରୁ୨୧ସମାଧାନ)   (23-Mar-2026)       ||      ଝରଣୀପାଲୀ ପଂଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ   (23-Mar-2026)       ||      ଚାଞ୍ଚଲ୍ୟକର ଚର୍ଚ୍ଚା♦️ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଗର୍ଭବତୀ ଅଭିଯୋଗ: ଗ୍ରାମବାସୀ , ବିଭାଗ ଓ ଗଣମାଧ୍ୟମ ଜାଣି ବି ଚପାଇଦେଲେ !    (23-Mar-2026)       ||      ମୁନିଗୁଡା ବ୍ଲକ ବରଗୁଡା ପ୍ରାଥମିକ ସେବାଶ୍ରମ ବାର୍ଷିକ ଉତ୍ସବ ୨୦୨୬   (23-Mar-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସୁସ୍ଥ ପରିବାର ଗଠନ ନିମନ୍ତେ ସଚେତନତା  କାର୍ଯକ୍ରମ   (23-Mar-2026)       ||      *ଚାଷୀ ଙ୍କ ୧୦ ଘଣ୍ଟା ଧାରଣା ଓ ବିକ୍ଷୋଭ ସ୍ଥଳ ରେ ପହଞ୍ଚିଲେ ଓ ୧୦ ମିନିଟ ରେ ସମାଧାନ କଲେ ଜିଲ୍ଲାପାଳ*   (23-Mar-2026)       ||      ମୁରସିଂ ରେ ପିଇବା ପାଣି ସମସ୍ୟା, ନରସିଂହ ଙ୍କୁ ଅଭିଯୋଗ କଲେ ଗ୍ରାମବାସୀ   (22-Mar-2026)       ||      ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ ଆରମ୍ଭ   (22-Mar-2026)       ||     

HOME   ଜିଲ୍ଲା

ଜିଲ୍ଲାସ୍ତରୀୟ ମହିଳା ଓ ଘରୋଇ ହିଂସା ନିରାକରଣ ପକ୍ଷ ପାଳିତ

05-Dec-2024



ସୁବର୍ଣ୍ଣପୁର: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ  ତାଲିମ ସଭା ଗୃହ ଠାରେ ମହିଳା ଓ ଘରୋଇ ହିଂସା ନିରାକରଣ ପକ୍ଷ  -୨୦୨୪  ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରଦୀପ କୁମାର ଗୁରୁ   ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ  ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ା ଦୈତ୍ୟ ନାରାୟଣ ପାଢ଼ୀ, ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ମନୋଜ କୁମାର ଅଦାବର, ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ା ଦୁର୍ଗା ଦତ୍ତ ଦାସ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ  ଅଧିକାରୀ (VBD)ଡ଼ା ଗୋପାଳ ଚନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ),ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (TB)ଡ଼ା ପଦ୍ମହଂସ୍ ଦୋରା, ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ର ଶେଖର ଶବର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅନୁପମା ପଣ୍ଡା, ପ୍ରୋଗ୍ରାମ ଅଧିକାରୀ (ICDS)ଅନିତା ଗୁରୁ ଓ ଜିଲ୍ଲା କାର୍ଯ୍ୟ ସଂଯୋଜକ ବିଶ୍ବମ୍ବର ବେହେରା  ପ୍ରମୁଖ  ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳା ଓ ଘରୋଇ ହିଂସା ନିରାକରଣ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ଆଜିର ଦିବସ ରେ ଆମେ ସମସ୍ତେ ଘରୋଇ କିମ୍ବା ଯୌନ ସମ୍ବନ୍ଧୀୟ ହିଂସାର ଶିକାର ନ ହେବା ନିମନ୍ତେ  ଜନସଚେତନା ସୃଷ୍ଟି କରିବା ବିଷୟରେ ଜାଣିବା, ବୁଝିବା ଓ ଅନ୍ୟ ମାନଙ୍କୁ ବୁଝାଇବା ଉପରେ ଗୁରୁତ୍ୱା ରୋପ କରିଥିଲେ l  
ଉକ୍ତ ସଭାରେ ସମସ୍ତ ବ୍ଲକ ର ଅଧିକ୍ଷକ,PHEO,BPM,BAM,BDM, ସମସ୍ତ କଂସଲ୍ଟାଣ୍ଟ,RARE ଓ SAKHI ର କର୍ମକର୍ତ୍ତା,ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ  ଉପସ୍ଥିତ ଥିଲେ ।ଉକ୍ତ କାର୍ଯକ୍ରମ କୁ ପ୍ରଦୀପ କୁମାର ସାହୁ,ସୁଧାଂଶୁ ନାୟକ, ବି କେ ସାଗରିକ।,ସୋଭନା ଦାସ , ତରଣୀ ସେନ ପ୍ରଧାନ ଓ ଗୀତା ଞ୍ଜଳି ମେହେର ପୂର୍ଣ୍ଣ ସହଯୋଗ କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରି ଉପସ୍ଥିତ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   24-Mar-2026
  ଜିଲ୍ଲା  
ଆଶା ନର୍ସିଂହୋମରେ ରୋଗୀମୃତ୍ୟୁ ମାମଲା♦️ ଓଭରଡୋଜ୍ ନିଶ୍ଚେତକରେ ପ୍ରାଣହାନୀ ? ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍ ଚିକିତ୍ସା   24-Mar-2026
  ଜିଲ୍ଲା  
ପ୍ରବେଶ ଉତ୍ସବ "ଜ୍ଞାନ, ସଂସ୍କାର ଓ ସ୍ୱପ୍ନର ପ୍ରଥମ ଦିନ" - ଡ. ହେମନ୍ତ କୁମାର ଦାଶ   24-Mar-2026
  ଜିଲ୍ଲା  
ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି.   24-Mar-2026
  ଜିଲ୍ଲା  
*ଡାବୁଗାଁ ରେ ଶୁଭାରମ୍ଭ ହେଲା ନବଦିନ ବ୍ୟାପୀ ମାଁ ଠାକୁରାଣୀ ଙ୍କ କଳସ ଯାତ୍ରା*   24-Mar-2026
  ଜିଲ୍ଲା  
ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି   23-Mar-2026
  ଜିଲ୍ଲା  
ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି।   23-Mar-2026
  ଜିଲ୍ଲା  
ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   23-Mar-2026
  ଜିଲ୍ଲା  
ଉତ୍କଳ କଲେଜ ଅଫ୍ ନର୍ସିଂ ପରିସରରେ ଭୁବନେଶ୍ୱରର ନିଯୁକ୍ତିକାରୀ ସଂସ୍ଥା ସୁଯତ୍ନ ହେଲଥ କେୟାର ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା   23-Mar-2026
  ଜିଲ୍ଲା  
ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲ ରୌପ୍ୟ ଜୟନ୍ତୀରେ ଡା.ଧୀରେନ୍ଦ୍ର ମୁଣ୍ଡଙ୍କ ଜନ୍ମ ଜୟନ୍ତୀ ପାଳିତ   23-Mar-2026
  ଜିଲ୍ଲା  
*ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍*- *ହାରିଲେ, କିନ୍ତୁ ଶେଷ ବଲ ଯାଏ ସଂଘର୍ଷ କଲେ ଓ ଖେଳ ର ଖୁବ୍ ମଜା ନେଲେ ପ୍ରେସ ଦଳ*-   23-Mar-2026
  ଜିଲ୍ଲା  
ସରକାରଙ୍କ ଘୁଟକା ବନ୍ଦ ପ୍ରହସନ: ସବୁ ଦୋକାନରେ ଅଧିକ ମୂଲ୍ୟରେ ହେଉଛି ବିକ୍ରି   23-Mar-2026

You Might Also Like