-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
ରାୟଗଡା,07/10 - ରାୟଗଡା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ହୁଣ୍ଡିରୁ ବାହାରିଲା ୬୩ ଲକ୍ଷ ୯୭ ହଜାର ୫୬୦ ଟଙ୍କା। ଏଥିସହ ୨୪ ଗ୍ରାମ ସୁନା ଓ ୩୪୦୦ ଗ୍ରାମ ରୂପା। କରୋନା କଟକଣା ଭିତରେ ଦୀର୍ଘ ଏକ ବର୍ଷ ପରେ ଖୋଲା ଯାଇଥିଲା ମନ୍ଦିର ସମସ୍ତ ୪ ହୁଣ୍ଡି।