-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ଜିଲ୍ଲା

ସର୍ବପୂରାତନ ସରକାରୀ ନରସିଂହ ଦାଶ ହାଇସ୍କୁଲ ଐତିହ୍ୟ ବିଦ୍ୟାଳୟରେ ସାମିଲ

22-Nov-2024



ପୁରୁଷୋତ୍ତମପୁର(ଶୁଭଙ୍କର ଦାସ): ପୁରୁଷୋତ୍ତମପୁର ସହର    ରେ ଥିବା ସର୍ବପୁରାତନ ସରକାରୀ ହାଇସ୍କୁଲ ଭାବେ ପରିଗଣତି ହେଉଥିବା ନରସିଂହ ଦାଶ ଉଚ୍ଚବିଦ୍ୟାଳୟକୁ ଆଜି ଐତିହ୍ୟ ବିଦ୍ୟାଳୟ ଭାବେ ରାଜ୍ୟ ସରକାରଙ୍କ ଠାରୁ ସ୍ୱୀକୃତି ଲାଭକରିଛି l ପିଏମ ଶ୍ରୀସେବାର ସୁଯୋଗ ମଧ୍ୟ ଲାଭ କରିଛି  | ୧୮୯୫ ମସିହାରୁ  ଆରମ୍ଭ ହୋଇ ଥିବା ଏହି ସରକାରୀ ସ୍କୁଲ ଏକ ଶତାଦ୍ଦୀରୁ ଅଧିକ ସମୟ ଧରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖୁଥ‌ିବା ଐତିହ୍ୟସମ୍ପନ୍ନ ବିଦ୍ୟାଳୟର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପଭି ନେଇଛନ୍ତି । ଏହା ସହ  ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସର୍ବପୁରାତନ ୫୧ ଟି ବିଦ୍ୟାଳୟ ଐହିତ୍ୟ ବିଦ୍ୟାଳୟରେ ସାମିଲ ହୋଇଛି। ଗଞ୍ଜାମ ଜିଲାର ୮ଟି ଶିକ୍ଷାନୁଷ୍ଠାନ ଐତିହ୍ୟ ବିଦ୍ୟାଳୟ ମାନ୍ୟତା ପାଇବାକୁ ଯାଉଥ‌ିବା ବେଳେ ଏଥିରେ ପୁରୁଷୋତ୍ତମପୁରର ନରସିଂହ ଦାଶଉଚବିଦ୍ୟାଳୟ ରହିଛି। ପୁରୁଷୋତ୍ତମପୁର ବ୍ଲକର ନରସିଂହ ଦାଶ  ବିଦ୍ୟାଳୟ ଏକମାତ୍ର ଶିକ୍ଷା ଅନୁଷ୍ଠାନ ଭାବେ ଐତିହ୍ୟ ସ୍ଥାନ ପାଇଥିବାରୁ ଶିକ୍ଷାବିତ୍ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଲୋକେ ବିଶେଷ କରି ଏହି ଅନୁଷ୍ଠାନ ର ପୂର୍ବତନ ଶିକ୍ଷକ,ଶିକ୍ଷୟତ୍ରୀ, ଓ ପୂର୍ବତନ ଛାତ୍ରଛାତ୍ରୀ, ପୂର୍ବତନ ଓ ଏବର ପରିଚାଳନା ସଭାପତି,ସମ୍ପାଦକ, ସଦସ୍ୟ  ମାନେ ବହୁତ ଖୁସିବ୍ୟକ୍ତ କରିଛନ୍ତି | ଶିକ୍ଷାର ଅଭାବକୁ ନେଇ ୧୮୯୫ ମସିହା ରେ  ଯେଉଁ ମହାନ ବ୍ୟକ୍ତିଙ୍କ ଉଦ୍ୟମରେ ଏହା ପ୍ରତିଷ୍ଠିତ  କରିଥିଲେ ତାହା ଆଜି ସାର୍ଥକ ହୋଇଛି l

ଏହି ଉଚ୍ଚବିଦ୍ୟାଳୟ ୧୨୯ ବର୍ଷରେ ପଦାର୍ପଣ କରିଛି ।ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୭୫୪ ଜଣ ଛାତ୍ରଛତ୍ରୀ ଏଠାରେ ବର୍ତମାନ ଅଧ୍ୟୟନ କରୁଛନ୍ତି |  ଏଠାରୁ ଅଧ୍ୟୟନ କରିଥିବା ବହୁ ପୁରାତନ ଛାତ୍ର ସରକାରୀ ଓ ବେସରକାରୀ ଭାବେ ବିଭିନ୍ନ ପଦପଦବୀରେ ରହି ଆସୁଛନ୍ତି | ଏପରି କି  କିଛି ଛାତ୍ର ଭାରତୀୟ ପ୍ରଶାସନିକ ସେବା ଓ ଓଡିଶା ପ୍ରଶାସନିକ  ସେବାରେ କାର୍ଯ୍ୟ କରି ଅବସର ନେଇଛନ୍ତି ଓ ଏବେ ମଧ୍ୟ କିଛି ଛାତ୍ରକାମ କରୁଛନ୍ତି |  ତାସହିତ ଡକ୍ଟର, ଇଞ୍ଜିନିଏର  ଭଳି ବଡ଼ବଡ଼ ପଦବୀରେ ରହି ଆସୁଛନ୍ତି  | 

୧୯୭୫ ମସିହା ପୁରାତନ ଛାତ୍ର ସଂଘ ପକ୍ଷରୁ ପ୍ରତିଷ୍ଠାତା ନରସିଂହ ଦାଶଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।  ପୂର୍ବତନ ସରକାର ଙ୍କ ପକ୍ଷରୁ ୫-ଟି ମାଧ୍ୟମରେ ୪୫ ଲକ୍ଷ ଟଙ୍କା ଅନୁଦାନ ରେ ଛାତ୍ର, ଛାତ୍ରୀ ଙ୍କ ପାଇଁ କମ୍ପୁଟର ଶିକ୍ଷା ପ୍ରଦାନ ଓ ଉର୍ନ୍ନତି କାର୍ଯ୍ୟ ହୋଇ ଅଛି |ଓଅନେକକାର୍ଯ୍ୟ ଅସମ୍ପୂର୍ଣ ହୋଇରହିଛି  |  ତେବେ ଏହି ବିଦ୍ୟାଳୟ ଐତିହ୍ୟ ବିଦ୍ୟାଳୟରେ ସାମିଲା କରାଯିବା  ରାଜ୍ୟ ସରକାରଙ୍କ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ସର୍ଦ୍ଦାରଙ୍କ ସହିତ ବରିଷ୍ଠ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ,ଏ. ରାଜଗୋପାଳ ରାଓ, ପୂର୍ବତନ ଛାତ୍ର ଡାକ୍ଟର ଚରଣ ପଣ୍ଡା, ପୂର୍ବତନ ଜିଲ୍ଲା ପାଳ ଉପେନ୍ଦ୍ର ତ୍ରିପାଠୀ, ଓଡିଶା ପ୍ରଶାସନ ଅଧିକାରୀ ନାରାୟଣ ବେହେରା,  ଡକ୍ଟର ବିଭୁତି ଦାଶ(ଆମେରିକା ଫେରନ୍ତା)  ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବିଶ୍ଵମ୍ବର ପଣ୍ଡା, ପୂର୍ବତନ ଏନଏସି ଅଧକ୍ଷ ବାସୁଦେବ ମହାପାତ୍ର,  ଯୁବ ରାଜନେତା ନିର୍ମଳ ଚନ୍ଦ୍ର ସାହୁ, ସମେତବହୁପୂର୍ବତନ ଛାତ୍ର,ଅଞ୍ଚଳବାସୀ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like