-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
04-Nov-2024
ବ୍ରହ୍ମପୁର ସ୍ଥିତ ସଙ୍ଘ କାର୍ଯ୍ୟାଳୟଠାରେ କେନ୍ଦ୍ରୀୟ ସଭାପତି ଇଂ ଶ୍ରୀକାନ୍ତ ମହାପାତ୍ର ଓ ଦକ୍ଷିଣାଞ୍ଚଳ ସମ୍ପାଦକ ଉମାକାନ୍ତ ଦାସଙ୍କ ତତ୍ବାବଧାନରେ ଅନୁଷ୍ଠିତ ବୈଠକରେ କର୍ତ୍ତବ୍ୟରତ ଇଞ୍ଜିନିୟର ମାନଙ୍କର ପଦୋନ୍ନତି, ପୁରୁଣା ପେନସନ ନିୟମ,ଠିକା କର୍ମଚାରୀମାନଙ୍କ ନିୟମିତ ବିଷୟରେ ଆଲେଚନା ହୋଇଥିଲା। ଏଥିସହିତ ଆଗାମୀ ବର୍ଷ ପାଇଁ ସଙ୍ଘର ନିର୍ବାଚନ ହୋଇ ଜଗନ୍ନାଥ ଦାସ, ଉପଦେଷ୍ଟା, ସୁଦର୍ଶନ ଶତପଥୀ ସଭାପତି, ପୁର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସମ୍ପାଦକ, ଭଗବାନ ରଥ ଉପସଭାପତି, ବ୍ରଜ ବଲ୍ଲଭ ପାଢ଼ୀ ଓ ପ୍ରଦୀପ କୁମାର ସାହୁ ସହ ସମ୍ପାଦକ ଓ ଆଦିକନ୍ଦ ନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।
(କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ)