-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
27-Oct-2024
ନବରଙ୍ଗପୁର :-(ମିହିର ଶଙ୍କର ପାତ୍ର,)
ଆଜି ଅପରାହ୍ନ 2 ଘଣ୍ଟା ସମୟରେ ରାଉଁଲିଗୁଡା ଠାରେ ବିଜେଡି ଦଳର ବରିଷ୍ଟ ନେତା ତଥା ସମାଜସେବୀ ମଣ୍ଟୁ ପରିଡାଙ୍କ ଦ୍ୱାରା ସାମ୍ବାଦିକ ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ଏଵଂ ପାପଡାହାଣ୍ଡି ଅଂଚଳର ବରିଷ୍ଟ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।