-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
17-Aug-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଅଠସ୍ତରୀତମ ସ୍ବାଧୀନତା ଦିବସ ପାଳନ ଅବସରରେ ଗୋବିନ୍ଦପାଲି ସ୍ବର୍ଗଦ୍ବାର ଠାରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର ଅବସରପ୍ରାପ୍ତ ଉପ ନିବନ୍ଧକ ସୁବାଷ କରଙ୍କ ପରିଚାଳନାରେ ରମେଶ ପତି, ଝସକେତନ ପଧାନ , କେଦାର ସାହୁଙ୍କ ସହ ଗୋବିନ୍ଦପାଲି ଗ୍ରାମବାସୀ ନିମ୍ବ, କରଞ୍ଜ, ଜାମୁ ଗଛ ରୋପଣ କରିଥିଲେ । ପରିବେଶ ସୁରକ୍ଷା , ଜଳବାୟୁ ପରିବର୍ତ୍ତନ ପାଇଁ ଏମାନଙ୍କ ଉଦ୍ୟମ ଜାରି ରହିବ ବୋଲି ମତ ପ୍ରକାଶ ପାଇଥିଲା ।