-+91-9937148622 |
prerana_bgr@rediffmail.com |
Friday 6th November 2026 |
R.N.I. Regd No. ODIODI/2010/46693
Breaking News
16-Aug-2024
କୋକସରା, (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ଖୁଣ୍ଟିଆ ପଞ୍ଚାୟତ ମିର୍ଜାପୁର ଛକ ନିକଟରେ ହାଇବା ଗାଡି କୁ ଓଭର ଟେକ କରିବାକୁ ଯାଇ ଭାରସାମ୍ୟ ହରାଇ ବାଇକ ରୁ ପଡି ସ୍ୱାମୀ ଓ ସ୍ତ୍ରୀ ଦୁର୍ଘଟଣା ର ଶିକାର ହୋଇଥିବା ଜଣାପଡିଛି। ସୂଚନା ମତେ କୋକସରା ବ୍ଲକ ଡାଲଗୁମା ଗ୍ରାମର ପ୍ରମୋଦ ଚଣ୍ଡି(୩୮) ଓ ତାଙ୍କ ସ୍ତ୍ରୀ ବାଇକ ରେ ନିଜ ସମ୍ପର୍କୀୟ ଙ୍କ ଗ୍ରାମ ଶୋଷିଆ ଗ୍ରାମ କୁ ଯାଉଥିବା ବେଳେ ମିର୍ଜାପୁର ନିକଟରେ ଦୁର୍ଘଟଣା ହୋଇଥିଲେ। ଦୁର୍ଘଟଣା ପରେ କିଛି ସ୍ଥାନୀୟ ଲୋକମାନେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଉଦ୍ଧାର କରିଥିଲେ। ତେବେ ଦୁହେଁ ଆହତ ହୋଇଥିବା ଜଣାପଡିଛି।