-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ବଲାଙ୍ଗିର( ସନ୍ତାନ କୁମାର ଠାକୁର) : ଜେଏସଏମ କମର୍ସ କଲେଜ ପକ୍ଷରୁ ଗରିବ ପରିବାରଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ରାଜେନ୍ଦ୍ର କଲେଜ ନିକଟସ୍ଥ ଆନନ୍ଦ ନଗରେ ଥିବା ଗରୀବ ପରିବାରକୁ ପୂର୍ବରୁ ଚିହ୍ନଟ କରାଯାଇ ଆଜି କମ୍ବଳ ବଣ୍ଟନ କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ଜେଏସଏମ କଲେଜର ଡ଼ାଇରେକ୍ଟର ସିଏ ଶ୍ରୀକାନ୍ତ ଶର୍ମା, ଏଚଓଡ଼ି ଚେତନା ଅଗ୍ରୱାଲ, ଜେଏସଏମ, ବାଣିଜ୍ୟ କଲେଜର ଅଧକ୍ଷ ମିହିର କୁମାର ପଟ୍ଟନାୟକଙ୍କ ସହ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।