-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
07-Aug-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ରାଜ୍ୟ ସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ -2024 ପାଳନ ଅବସର ରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ବିଳନୀ କକ୍ଷରେ ଆୟୋଜିତ ନିରାଡମ୍ବର ଉତ୍ସବରେ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓଡ଼ିଶା ଡା. ସଂଯୁକ୍ତା ସାହୁ ପାଞ୍ଚ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଦଶ ଗୋଟି ଉପ ଖଣ୍ଡ ଚିକିତ୍ସାଳୟ କୁ ବେବି ଫ୍ରେଣ୍ଡଲି ହସ୍ପିଟାଲ୍ ଭାବରେ ପୁରସ୍କୃତ କରିଛନ୍ତି। ଏଥି ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏହି ଵେବି ଫ୍ରେଣ୍ଡଲୀ ହସ୍ପିଟାଲ୍ ଭାବରେ ପୁରସ୍କୃତ ହୋଇ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିପାରିଛି।