-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
02-Aug-2024
ହରଭଙ୍ଗା (ଦେବବ୍ରତ ଦାଶଙ୍କ ରିପୋର୍ଟ) ଲଗାଣ ବର୍ଷା ରେ ପୂର୍ତ୍ତ ବିଭାଗ ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଚାରିଛକ -ଟିକରପଡା ପୂର୍ତ୍ତ ରାସ୍ତା କୁଟୀଝାର ନିକଟରେ ଶୁକ୍ରବାର ଅପରାହ୍ନ ରେ ଏକ ବିରାଟ ଶିଶୁପା ଗଛ ପଡି ରାସ୍ତା ଅବରୋଧ କରିଥିଲା । ଫଳରେ ଉଭୟ ପାର୍ଶ୍ୱରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପରେ ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ପହଂଚି ରାସ୍ତାରୁ ଗଛ କୁ ହଟାଇବା ପରେ ଯାତାୟତ ସୋଭାବିକ ହୋଇଥିଲା ।