-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ନକଲି କାଗଜପତ୍ର ଜମି ହଡ଼ପ ନେଇ ସାମ୍ବାଦିକ ସମ୍ମିଳନୀ।

18-Jul-2024



କଣ୍ଟାବାଞ୍ଜି(ପ୍ରେରଣା ଖବର): କଣ୍ଟାବାଞ୍ଜି ତହସିଲ ଅନ୍ତର୍ଗତ ଧାମନଡ଼ଙ୍ଗରେ ନକଳି କାଗଜପତ୍ର ଜରିଆରେ ଶିବ ତାଣ୍ଡି ଓରଫ ବାବୁଲାଲ ଜଣକ ବ୍ୟକ୍ତି ଙ୍କ ଜମି ଧାମନଡ଼ଙ୍ଗ ର ପାର୍ବତୀ ତାଣ୍ଡି ହଡ଼ପ କରି ବିକ୍ରି କରିଥିବା ନେଇ ମୃତ ଶିବ ଙ୍କ ଝିଅ ନିଶା ତାଣ୍ଡି ଓ ତାଙ୍କ ପତ୍ନୀ ସଙ୍ଗୀତା ତାଣ୍ଡି ଅଭିଯୋଗ ଆଣିଥିଲେ। ଏହାପରେ ଗତ କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଥିଲେ ପାର୍ବତୀ ତାଣ୍ଡି। ତାଙ୍କ କହିବା ଅନୁସାରେ ଶିବ ତାଣ୍ଡି ଙ୍କ ସମ୍ପକୀୟ ଝିଆରୀ ହେଉଛି ମୁଁ ପାର୍ବତୀ ତାଣ୍ଡି। ହଠାତ ନିଶା ନାମକ ଜଣେ ମହିଳା ଆସି ମୃତ ଶିବ ତାଣ୍ଡି ଙ୍କ ଉତ୍ତରାଧକାରୀ କହୁଛି। ସେ ଛତିଶଗଡ ଭିଲାଇ ସହର ବାବୁଲାଲ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ନିଶା ଯାଦବ ଓ ତାଙ୍କ ପତ୍ନୀ ହେଉଛନ୍ତି ସଙ୍ଗୀତା ଯାଦବ ତାଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ। ସେମାନେ ତୋ ଆମ ସମ୍ପକୀୟ ନୁହଁ ସେ କେମିତି ଶିବ ତାଣ୍ଡି ଙ୍କ ଉତ୍ତରାଧକାରୀ ହେବ। ଆଉଁ ସେ ଯେଉଁ ଜମିର କଥା କହୁଛନ୍ତି ବୋଲି ସେ କହିଥିଲେ। ଏହି ଘଟଣା କୁ ମୃତ ଶିବ ଓରଫ ବାବୁଲାଲ ତାଣ୍ଡି ଙ୍କ ଝିଅ ନିଶା ତାଣ୍ଡି ଏକ ସାମ୍ବାଦିକ ସମ୍ମିଳନୀ ଡାକି ପାର୍ବତୀ ଙ୍କ ନାରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଶିବ ତାଣ୍ଡି ଓରଫ ବାବୁଲାଲ ତାଣ୍ଡି ସେ ଛତିଶଗଡ ଭିଲାଇ ସହର ଏକ ବଡ ଅନୁଷ୍ଠାନ ରେ ରୋଷେଇଆ ଭାବେ କାମ କରୁଥିଲେ ସେଠାରେ ଯେହେତୁ ସେ ରୋଷେଇଆ ଥିଲେ ଅନ୍ୟ କର୍ମଚାରୀ ମାନେ ତାଙ୍କ ହାତ ରନ୍ଧା ଖାଦ୍ଯ ଖାଇବେ ନାହିଁ ସେ ବାବୁଲାଲ ଯାଦବ ଲେଖୁଥିଲେ। ଏବଂ ତାଙ୍କ ନା ଶିବ ଥିଲା ତାଙ୍କ କାକା ଘର ତାଙ୍କୁ ପୋଷପୁତ୍ର ଭାବେ ଗ୍ରହଣ କରିଥିଲେ ସେଥି ପାଇଁ ଶିବ ରୁ ବାବୁଲାଲ ନାମ ଦେଇଥିଲେ। ଏବଂ ମୋ ଅଜା ମାଚନ୍ଦ ତାଣ୍ଡି ଜମି ଧାମନଡ଼ଙ୍ଗା ରେ ରହିଛି ମୌଖିକ ଭାବେ ଭାଗ ବଣ୍ଟା ହୋଇଥିବା ମୋ ବାପା ଙ୍କ ଜମି କୁ ପାର୍ବତୀ ତାଣ୍ଡି ଓ ଆଉଁ କିଛି ଜଣ ଲୋକ ମିଥିଆ କାଗଜପତ୍ର ଦାଖଲ କରି ବିକ୍ରି କରି ଦେଇଛନ୍ତି। ମୋତେ ଆଉଁ ମୋ ମାଁ ସଙ୍ଗୀତା ତାଣ୍ଡି କୁ ଉତ୍ତରାଧିକାରୀ ରୁ ବାହାର କରି ଦେଇଛନ୍ତି। ସେଥି ପାଇଁ ଆମେ କଣ୍ଟାବାଞ୍ଜି ତହସିଲ ର ଦ୍ବାରସ୍ଥ ବାରମ୍ବାର ହେଉଛୁ କିନ୍ତୁ ଏତେ ଦିନ ଆସିଲା ସ୍ବତେ ମଧ୍ଯ ନ୍ୟାୟ ପାଇବାରୁ ବଞ୍ଚିତ ଅଛୁ ସେଥି ପାଇଁ ଆମେ ଗଣମାଧ୍ୟମ ର ସହଯୋଗ ଲଢୁଛୁ ସେ ଆମ ଅସୁବିଧା କୁ ରାଜ୍ଯ ସରକାର ଓ ପ୍ରଶାସନ ପାଖରେ ଉପସ୍ଥାପନା କରନ୍ତୁ ଏବଂ ଆମ କୁ ନ୍ୟାୟ  ଦିଅନ୍ତୁ ବୋଲି ସେ କହିଛନ୍ତି। ଏହା ପରେ ଆମେ କଣ୍ଟାବାଞ୍ଜି ତହସିଲଦାର ଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲୁ ହେଲେ ତାଙ୍କ ପ୍ରତିକିୟା ମିଳି ପାରିନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like