-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
17-Jul-2024
ଭୁବନେଶ୍ୱର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ବିଜେଡି ସୁପ୍ରିମୋ ନବୀନଙ୍କ ନାଁରେ ରୁଜୁ ହୋଇପାରେ ମାମଲା। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ବିରୋଧରେ ଏତଲା ଦେବ କହି ଚେତାଇଲାଣି ନିଖିଳ ଓ ଠିକାଦାର ମହାସଂଘ। ନବୀନ ମିଛ ପ୍ରତିଶ୍ରୁତି ଓ ପ୍ରତାରଣା କରିବା ଅଭିଯୋଗରେ ଗୁରୁବାର ଅର୍ଥାତ୍ ୧୮ ତାରିଖ ଦିନ ମଞ୍ଚେଶ୍ବର ଥାନାରେ ଏତଲା ଦେବ ବୋଲି ଆଜି ମହାସଂଘର ସୂଚନା ଦେଇଛି।