-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
02-Jul-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ) ରାଜ୍ୟରେ ଖୋଲିବ ୪ ସିଭିଲ୍ କୋର୍ଟ। ବରିଷ୍ଠ ଜଜ୍ ବର୍ଗରେ ଏହି କୋର୍ଟ ଖୋଲାଯିବ। ୫ ତାରିଖ ଠାରୁ ଏହି କୋର୍ଟ କାର୍ଯ୍ୟ କରିବା ଆରମ୍ଭ କରିବ। ପାରଳାଖମୁଣ୍ଡି, ଦେବଗଡ଼, ସୋନପୁର, ଏବଂ ବଲାଙ୍ଗୀରରେ ଏହି କୋର୍ଟ ଖୋଲାଯିବ ବୋଲି ଓଡ଼ିଶା ସରକାରଙ୍କ ବିଧି ବିଭାଗ ସ୍ପଷ୍ଟ କରିଛି।