-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
(ମିହିର ଶଙ୍କର ପାତ୍ର,)
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସହ ଜିଲ୍ଲା କଳା ସାଂସ୍କୃତିକ ସଂଘ ଉପ ସଭାପତି କାର୍ତ୍ତିକ ଭତ୍ରା ସାକ୍ଷାତ ତାଙ୍କ ବାସ ଭବନରେ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର ଏବଂ ଜିଲ୍ଲା ସାଧାରଣ ସଂପାଦକ ତଥା ବରିଷ୍ଠ ଓକିଲ ଅଶୋକ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। କଳା ସାଂସ୍କୃତିକ ସଂଘ ର ଉପ ସଭାପତି ପ୍ରେସ କୁ ଜଣାଇଛନ୍ତି ଯେ, ସାକ୍ଷାତ ସମୟରେ ସଂଘ ର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଅନୁରୋଧ କରା ଯାଇଛି। ଏହା ସହ ଜିଲ୍ଲା ର କଳା ଓ ସଂସ୍କୃତି ର ବିକାଶ ପାଇଁ ଆଲୋଚନା କରାଯାଇଛି। ସେ ଜଣାଇଛନ୍ତି ଯେ ଜଣେ ଦକ୍ଷ ଓ ନୀତିବାନ ବ୍ୟକ୍ତି ଅଟନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତାଙ୍କ ଠାରୁ ଜିଲ୍ଲା ବହୁତ ଆଶା ରଖିଛି