-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
19-Jun-2024
କନ୍ଧମାଳ: କକନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡାଙ୍କ ଉପସ୍ଥିତିରେ ରାହୁଲ ଗାନ୍ଧୀ ଜନ୍ମ ଦିବସରେ ଭୂବେନେଶ୍ବର କଂଗ୍ରେସ ଭବନ ଠାରେ ରକ୍ତଦାନ ଅନୁଷ୍ଠିତ ହୋଇଯାଇଥିଵା ଦେଖିବାକୁ ମିଳିଥିଲା ଏହି ରକ୍ତଦାନରେ ଚନ୍ଦନ ପଣ୍ଡା, ରଞ୍ଜିତ ପାତ୍ର,ଜୟ ଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ଏବଂ କନ୍ଧମାଳ ଜିଲ୍ଲା ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ଏବଂ କଂଗ୍ରେସର ଵହୁ ନେତା ଉପସ୍ଥିତି ଥିବାର ଦେଖିବାକୁ ମିଳିଥିଲା lଚନ୍ଦନ କୁମାର ପଣ୍ଡା, ରଞ୍ଜିତ ପାତ୍ର, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ ଏବଂ ବହୁ ନୋତା ଉପସ୍ଥିତ ଥିଲେ l
(ରିପୋର୍ଟ : ରମେଶ ପଣ୍ଡା )