-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ସେମିନାର ଅନୁଷ୍ଠିତ   (08-Sep-2026)       ||      ପରବାସୀ ସମ୍ମାନ ୨୦୨୬ ଘୋଷିତ ଚାରି ବର୍ଗରେ ୪ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ପରବାସୀ କୁଟୁମ୍’   (08-Sep-2026)       ||      ଭୁବନପଲ୍ଲୀ ଗ୍ରାମପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୩ଟି ଅଭିଯୋଗ ପଞ୍ଜୀକୃତ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   (08-Sep-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (08-Sep-2026)       ||      ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ    (08-Sep-2026)       ||      ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   (08-Sep-2026)       ||      *ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||     

HOME   ଜିଲ୍ଲା

ଜନ ଆକ୍ରୋଶରୁ ଜନାଦେଶ  କନ୍ଧମାଳ

05-Jun-2024



ଟିକାବାଲି(ରମେଶ ପଣ୍ଡା ): ରାଜନୀତିର ପଶାପାଲିରେ ହରା ଜିତା ଯଦିଓ ନୂଆ କଥା ନୁହେଁ। କିନ୍ତୁ ଦୀର୍ଘ ବର୍ଷ ଧରି ଶାସନ କରିଥିବା ଶାସକଙ୍କୁ ଲୋକେ କାହିଁକି ଗାଦିଚ୍ୟୁତ କଲେ ତାହା ଏବେ ସମୀକ୍ଷା କରିବାର ବେଳ ଆସିଯାଇଛି । ଗୀତା ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି  ମୁଁ ସବୁ ସହିବି କିନ୍ତୁ ଗର୍ବ ଅହଂକାର ନୁହେଁ। ବୋଧେ ସେଇୟା ହିଁ ହେଲା । ଗୋଟିଏ ଗଣତନ୍ତ ରାଷ୍ଟ୍ରରେ ସାଧାରଣ ଜନତା ହିଁ ଦେଶର ସର୍ବଶ୍ରେଷ୍ଠ । ଦୀର୍ଘ ୨୪ ବର୍ଷ ଧରି ଗୋଟିଏ ସରକାର ଓଡ଼ିଶାକୁ ଶାସନ କରିଆସୁଥିଲା କିନ୍ତୁ ଗତ ୨୦୧୯ ନିର୍ବାଚ଼ନ ପରଠୁ ଓଡ଼ିଶାର ଶାସନ କ୍ଷମତା ମୁଷ୍ଟି ମେୟ ବ୍ୟୁରକ୍ରାଟସ୍ ନିଜ ହାତକୁ ନେଇ ବିଭିନ୍ନ ପ୍ରକାର  ଯୋଜନା  କରି ଓଡ଼ିଶାର ସାଧାରଣ ଜନତାଙ୍କ ଟିକସ ଟଙ୍କାକୁ ଉପଯୁକ୍ତ ବିନିଯୋଗ କରାଯାଉନଥିବା ଅଭିଯୋଗ ହୋଇ ଆସୁଥିଲା। , ଏ କଥା ପ୍ରାୟ ସବୁ ଯାଗାରେ ଆଲୋଚ଼ନା ହେଉଥିଲା। ତା'ର ପରିଣାମ ସେହି ସରକାରଙ୍କୁ ଭୋଗିବାକୁ ପଡ଼ିଲା । ଯେ କୌଣସି ଅଫିସ୍ ବା କୌଣସି ସରକାରୀ କାର୍ଯ୍ୟାଳୟ କୁ ଗଲେ ହାତ ଗୁଞ୍ଜା ନଦେଲେ କାମ ହେଉ ନଥିଲା । ଓଡ଼ିଶାରେ ଶିକ୍ଷିତ ବେକାରି ଦିନକୁ ଦିନ ବଢ଼ିବାରେ ଲାଗିଛି,ଚାଷ ପାଇଁ କିଛି ଜିଲ୍ଲାରେ ଜଳସେଚ଼ନ ନାହିଁ, ଦାଦନ ସମସ୍ୟା ନ କହିବା ଭଲ, ସାଧାରଣ ଲୋକେ ନ୍ୟାୟ ପାଇବା କଷ୍ଟ, ସ୍କୁଲ ଗୁଡିକରେ ଶିକ୍ଷକ ପୂର୍ଣ୍ଣମାତ୍ରାରେ ନାହାଁନ୍ତି, ଡାକ୍ତର ଖାନାରେ ଡ଼ାକ୍ତର ତଥା ଜିଲ୍ଲା ଡ଼ାକ୍ତର ଖାନାରେ ବିଭାଗୀୟ ବିଶେଷଜ୍ଞ ନାହାଁନ୍ତି, ଯଦିଓ କିଛି କିଛି ଉନ୍ନତି ଏହି ସରକାର ଅମଳରେ ହୋଇଛି କିନ୍ତୁ ୨୪ ବର୍ଷରେ ଯେତିକି ହେବା କଥା ବହୁତ   ବାକି ରହି ଯାଇଛି । ଏହି ସରକାରର ଶାସନରେ ଲୋକେ ଅତିଷ୍ଠ ହୋଇ ଗାଁ ରୁ ସହର ସବୁଠି ପ୍ରତିବାଦର ସ୍ବର ଶୁଣିବାକୁ ମିଳୁଥିଲା , ତାହା ଏବେ ଏହି ଜନାଦେଶରୁ ଜଣାପଡୁଛି। ଏଠାରେ ମନେରଖିବାକୁ ହେବ ପେ ସାଧାରଣ ଲୋକଙ୍କ ଠାରୁ କୌଣସି ମନ୍ତ୍ରୀ ବା  ଅଫିସର ବଡ଼ ନୁହଁନ୍ତି। ବର୍ତ୍ତମାନ ର ନୂଆ ସରକାର ଏହି ଘଟଣାରୁ ଶିକ୍ଷା ପାଇ ନିଜ ସରକାରକୁ ନେଇ ଲୋକାଦ୍ଭିମୁଖି କାର୍ଯ୍ୟ ସହ ସମାଜରେ ରହୁଥିବା ପ୍ରତ୍ୟେକ ବର୍ଗର ଲୋକଙ୍କ ମୌଳିକ ସମସ୍ୟା ସହିତ ଜଡିତ ହେବା ଦରକାର । ତେବେ ଲୋକେ ଏହି ସରକାରକୁ ପୂର୍ଣ୍ଣ ସମର୍ଥନ କରିଆସୁଥିବେ । ଏଠାରେ ସୂଚ଼ନା ଯୋଗ୍ୟ ଯେ, ନବୀନ ସରକାରଙ୍କ ଶେଷପାଳିରେ ଓଡିଶାରେ ଗଣତନ୍ତ୍ର ଥିବା ପରି ମନେହେଉ ନଥିବା ସବୁ ଯାଗାରେ ଆଲୋଚନା ହୋଇ ଆସୁଥିଲା। ଏହି ନୂଆ ସରକାର ସବୁ ବର୍ଗର ସେ ଲୋକଙ୍କୁ ସୁହାଇଲା ଭଳି କିଭଳି ଯୋଜନା କରୁଛି ତାହା ଦେଖିବାକୁ ବାକି ରହିଲା। (ଟିକାବାଲିରୁ ରମେଶ ପଣ୍ଡାଙ୍କ‌‌‌ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ସେମିନାର ଅନୁଷ୍ଠିତ   08-Sep-2026
  ଜିଲ୍ଲା  
ପରବାସୀ ସମ୍ମାନ ୨୦୨୬ ଘୋଷିତ ଚାରି ବର୍ଗରେ ୪ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ପରବାସୀ କୁଟୁମ୍’   08-Sep-2026
  ଜିଲ୍ଲା  
ଭୁବନପଲ୍ଲୀ ଗ୍ରାମପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୩ଟି ଅଭିଯୋଗ ପଞ୍ଜୀକୃତ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   08-Sep-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   08-Sep-2026
  ଜିଲ୍ଲା  
ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ   08-Sep-2026
  ଜିଲ୍ଲା  
ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   08-Sep-2026
  ଜିଲ୍ଲା  
*ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ   07-Sep-2026
  ଜିଲ୍ଲା  
ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   07-Sep-2026
  ଜିଲ୍ଲା  
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   07-Sep-2026
  ଜିଲ୍ଲା  
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   07-Sep-2026

You Might Also Like